ନାଳପାର ହୋଇ ଆସୁଥିବା ବେଳେ  ଭାସିଯାଇ ମୃତ୍ୟୁ

0

 

ବୌଦ୍ଧ (ସିମୁନ୍ ନାଏକ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ସଙ୍କୁଲେଇ ପଞ୍ଚାୟତ ଅନ୍ତର୍ଗତ ସଙ୍କରଡା ଗ୍ରାମ ଦେହୁରୀ ସାହିର ରବି ଦେହୁରୀ(୪୫) ନାମକ ଜୈନିକବ୍ୟକ୍ତି ଛତ୍ରଙ୍ଗ ବଜାର ରୁ ସଉଦା କରି ଭାଲିଆଗୋରା ନିକଟରେ ନାଳପାର ହୋଇ ଆସୁଥିବା ବେଳେ ଶାଗଡିଆ ନାଳରେ ବଢ଼ି ପାଣି ଆସି ଭାସିଯାଇ ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି।ମଙ୍ଗଳବାର ସକଳେ ଧର୍ମନଗର ନାଳଖଣ୍ଡିରେ ଲାଗିଥିବା ତାଙ୍କର ମୃତ ଦେହ ମିଳିଛି।

 

Leave A Reply

Your email address will not be published.