ଆଦର୍ଶ ବିଦ୍ୟାଳୟ ହରାଉଛି ମେଧାବୀ ଛାତ୍ରଛାତ୍ରୀ
ବିଜ୍ଞାନ ଶିକ୍ଷକ ନାହାନ୍ତି/ ସ୍କୁଲକୁ ର|ସ୍ତା ପାଲଟିଛି ମରଣଯନ୍ତା
ପଦ୍ମପୁର(Nila Deep)- ସରକାରୀ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବେସରକାରୀ ଇଂରାଜୀ ମିଡିୟମ ବିଦ୍ୟାଳୟ ଭଳି ପାଠପଢା ଏବଂ ସୁବିଧା ଯୋଗଇ ଦେବାକୁ ସରକାର ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଗୁଡିକର ସ୍ଥାପନ…