ପୌର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ : ତିନି ରୁ ତିନି
ଭୁବନେଶ୍ୱର: ପଟ୍ଟାମୁଣ୍ଡାଇ, ପାରାଦୀପ ଓ ଅନୁଗୁଳ ମୁ୍ୟନିସିପାଲିଟି ଉପ ନିର୍ବାଚନରେ ବିଜୁ ଜନତା ଦଳକୁ ଜନସାଧାରଣ ବିପୁଳ ସମର୍ଥନ ଜଣାଇବା ସହିତ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇଛନ୍ତି । ବିଜୁ ଜନତା ଦଳ ଏଥିଲାଗି ପଟ୍ଟାମୁଣ୍ଡାଇ, ପାରାଦୀପ ଓ ଅନୁଗୁଳର ଜନସାଧାରଣଙ୍କୁ ଅଶେଷ ଧନ୍ୟବାଦ…