ଅମିତ ଶାହାଙ୍କୁ ରୁଚି ନଥିବ ଗୋମତିଙ୍କ ଘରର ଲଞ୍ଚ  

 ସେପଟେ ଗର୍ଜନ , ଏପଟେ ମୁହଁ ପୋଡି ଯାଉଛି   ଭୁବନେଶ୍ୱର:ସେପଟେ ରାଷ୍ଟ୍ରୀୟ ସଭାପତି  ଗର୍ଜି ଗର୍ଜି  ରାୟପୁର ବାଟେ ମୁମ୍ବାଇ ଚାଲିଗଲେ | ସେପଟେ ବଲାଙ୍ଗୀରର ଦେଗାଁ ରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଗୋମତୀ ସୁନାଙ୍କ ଘରେ ଲଞ୍ଚ ଅଖାଡୁଆ ଲାଗିଥିବ ନିଶ୍ଚୟ | କାରଣ ସେପଟେ ଗୋମତୀଙ୍କ ଘରେ ଲଂଚ…

ଆମ୍ୱେଦକରଙ୍କ ସଂପର୍କରେ ଓଡିଆ ବକ୍ତୃତା ପ୍ରତିଯୋଗିତା ।

 ଯାଜପୁର(ଜୟଶଙ୍କର ଦାଶ : ସମ୍ୱିଧାନ ପ୍ରଣେତା ଡଃ ଭୀମରାଓ ଆମ୍ୱେଦକରଙ୍କ ସଂପର୍କରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଚ୍ଥାତ୍ର ଚ୍ଥାତ୍ରୀଙ୍କ ମଧ୍ୟରେ ଏକ ଓଡିଆ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇଚ୍ଥି ।  ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ  ଚଳିତ ମାସ ୧୧ ତାରିଖ ପୂର୍ବାହ୍ନ ୮…

ଉଭୟ ନବୀନ ଓ ମୋଦି ସରକାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକରି ସାଧାରଣ ଜନତାଙ୍କୁ ଲୁଟୁଛନ୍ତି

ଦରଦାମ ବୃଦ୍ଧିର ପ୍ରତୀକ ମୋଦୀଙ୍କ ଫଟୋକୁ ରାଜ୍ୟର ସମସ୍ତ ପେଟ୍ରୋଲ ଟାଙ୍କିରୁ ହଟାଯାଉ: ଯୁବ କଂଗ୍ରେସ  ଭୁବନେଶ୍ୱର – ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ରାଜ୍ୟର ବିଜେଡ଼ି ଓ କେନ୍ଦ୍ରର ବିଜେପି ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଲୋକନାଥ…

  ଭିଜିଲାନ୍ସ ଟ୍ରାପରେ ଧରାପଡ଼ି ଜେଲ ଗଲେ ଶାମାଖୁଣ୍ଟା ବ୍ଲକ ବରିଷ୍ଠ କିରାଣୀ ପ୍ରଫୁଲ୍ଲ

 ପାଞ୍ଚ ହଜାର ଟଙ୍କା ଲାଞ୍ଚ ମହଙ୍ଗା ପଡ଼ିଲା ।     ବାରିପଦାରୁ ଦିଲ୍ଲୀପ ମହାନ୍ତି :  ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ଶାମାଖୁଣ୍ଟା ବ୍ଲକର ବରିଷ୍ଠ କିରାଣୀଙ୍କ  ନିମନ୍ତେ ମହଙ୍ଗା ସାବ୍ୟସ୍ତ ହେଲା । ଭିଜିଲାନ୍ସ ଟ୍ରାପରେ ଧରାପଡ଼ି ଜେଲ ଗଲେ ବରିଷ୍ଠ କିରାଣୀ ପ୍ରଫୁଲ୍ଲ ମଲ୍ଲିକ ।…

ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ :  ଅଭିଯୁକ୍ତକୁ ଜେଲ ଓ ଜୋରିମାନା

  ବାରିପଦାରୁ ଦିଲିପ ମହାନ୍ତି - ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍(୧) କାମ୍ ପ୍ରିଜାଇଡ଼ିଂ ଅଫିସର ଚିଲଡ୍ରେନ କୋର୍ଟ ଜଜ୍  ଅଜିତ୍ କୁମାର ସିଂ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ମୋରଡ଼ା ଥାନା ଅଞ୍ଚଳର ଏକ ୨୬ ବର୍ଷର ଯୁବକ ଶଙ୍କର ସିଂକୁ ଦୋଷୀ ସାବ୍ୟସ୍ତ…

ୱାର୍ଡ ପୁର୍ନଗଠନ ଓ ସଂରକ୍ଷଣ ଖସଡ଼ା ପ୍ରସ୍ତୁତିରେ ଜିଲ୍ଲାପାଳଙ୍କ ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ 

ବାରିପଦା(ଦିଲ୍ଲୀପ ମହାନ୍ତି) - ୨୦୧୯ରେ ହେବାକୁ ଯାଉଥିବା ବାରିପଦା ପୌରପରିଷଦ ନିର୍ବାଚନକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ଦ୍ୱାରା ବାରିପଦା ପୌରପରିଷଦର ୱାର୍ଡର  ପୁର୍ନଗଠନ ଓ ସଂରକ୍ଷଣ ନିମନ୍ତେ ଖସଡ଼ା ପ୍ରସ୍ତୁତି ସହିତ ଚୁଡ଼ାନ୍ତ ତାଲିକାର …

ଗୋମତୀ ସୁନାଙ୍କ ଘରେ ଲଞ୍ଚ  କରିବେ ଅମିତ ଶାହ

ବଲାଙ୍ଗୀର ଜିଲ୍ଲାର ଦେଗାଁରୁ ନୀରୋଜ ମିଶ୍ର :   ବଲାଙ୍ଗୀର ଜିଲ୍ଲାର ଦେଗାଁ କଛାରପାଲି ଗୋମତୀ ସୁନାଙ୍କ ଘରେ ଭୋଜନ କରିବେ ଅମିତ ଶାହା | ପରିବାର ମହିଳା ଝିଅ ମାନେ ମିଶି ଅମିତଙ୍କ ଲାଗି ପ୍ରସ୍ତୁତ କରିଛନ୍ତି ପାରମ୍ପରିକ  ବ୍ୟଞ୍ଜନ | ବହଲକଢ଼ ଶାଗ, ଡାଲି, ପୁରୀ , ଭାତ, ବଡ଼ି, ଖିରି,…

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ

୬୮ .୯୩କୋଟି ଟଙ୍କାର ଭିତ୍ତିଭୁମୀ ଉନ୍ନୟନ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡି  ଗଜପତି ଷ୍ଟାଡିୟମଠାରେ ବିଭିନ୍ନ ବ୍ଲକ ପାଇଁ ମୋଟ ୬୮…

ସ୍ୱାତନ୍ତ୍ର୍ୟର ପବିତ୍ରତାକୁ ବଜାୟ ରଖିବା ଆମ କର୍ତ୍ତବ୍ୟ

ପାରଳାଖେମୁଣ୍ଡିରେ ଉତ୍କଳ ଦିବସ ସମାରୋହ   ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡିଠାରେ ୮୩ତମ ଉତ୍କଳ ଦିବସ ସମାରୋହ ୨୦୧୮ ଅବସରରେ ମହାରାଜାଙ୍କ ପାଲେସ ସମ୍ମୁଖରେ ଥିବା ଅର୍ବାନ ବ୍ୟାଙ୍କ ପାର୍କ ଠାରେ ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନର ଜିଲ୍ଲା ସୂଚନା ଲୋକ ସମ୍ପର୍କ…