ମର୍ମନ୍ତୁଦ ଦୁର୍ଘଟଣା : ୩ ଜଣଙ୍କ ମୃତ୍ୟୁ
ବରଗଡ଼/ନୀଳ ଦୀପ -ବରଗଡ଼ ଜିଲ୍ଲା ଘେଁସ ପେଟୁପାଲି ଛକରେ ଏକ ଜେସିବି ସହ ବାଇକର ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆକାଶ କୁମ୍ଭାର, ବାସ୍ତୁଭ ଭୋଇ ଓ ସରୋଜ ପ୍ରଧାନ(୨୭)। ଆକାଶ କୁମ୍ଭାର ଓ ବାସ୍ତୁଭ ଭୋଇ ନବମ ଶ୍ରେଣୀର ଛାତ୍ର। ସରୋଜ ବାଇକ୍ ଚଲାଉ ଥିଲେ।ଆକାଶ ଓ ବାସ୍ତୁଭ…