ଚାକିରୀ ପଛରେ ନଗୋଡାଇ ଯୁବଗୋଷ୍ଠୀ ସ୍ୱାବଲମ୍ବୀ ହେବା ଉଚିତ

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ସହ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର  ଭୁବନେଶ୍ୱର: ଶିଳ୍ପୋଦ୍ୟୋଗୀ ବିକାଶ ପ୍ରତିଷ୍ଠାନ, ଭୁବନେଶ୍ୱର ଆନୁକୂଲ୍ୟରେ ପ୍ରତିଷ୍ଠାନ ସଭାଗୃହରେ ଏକ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଓ ଏକ ମାସଧରି ଚାଲିଥିବା ଖାଦ୍ୟ…

ଯାଜପୁରରେ ଜିଲାସ୍ତରୀୟ ବିଶ୍ୱ ଯୋଗ ଦିବସ ପାଳିତ

  ଯାଜପୁର/jayashankar dash :  ନିଜକୁ ସୁସ୍ଥ ଓ ନିରୋଗ ରଖିବାକୁ ଯୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ତେଣୁ ପ୍ରତ୍ୟେହ ଯୋଗାଭ୍ୟାସ ଦ୍ୱାରା ନିଜ ମନକୁୁ ଶାନ୍ତି, କର୍ମଠ ଓ ଚଳଚଞ୍ଚଳ ରଖିବାକୁ ଯାଜପୁର ଜିଲାସ୍ତରୀୟ ବିଶ୍ୱ ଯୋଗ ଦିବସ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ପାତାଞ୍ଜଳି…

ରାଜଭବନରେ ଅଂତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

  ଭୁବନେଶ୍ୱର,: ରାଜଭବନ ଷ୍ଟାଫ୍ କ୍ଲବରେ  ଅଂତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥିରେ ରାଜଭବନର ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇ ଯୋଗ କରିଥିଲେ । ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ ସୁଶୀଲ କୁମାର ପଟ୍ଟନାୟକ ଯୋଗ ଶିକ୍ଷା ଦେଇଥିଲେ । ରାଜ୍ୟପାଳଙ୍କ ବ୍ୟକ୍ତିଗତ…

ବଜ୍ରପାତରେ ଜଣେ ମୃତ

ବାରିପଦା(ଦିଲ୍ଲିପ ମହାନ୍ତି )- ବଜ୍ରପାତରେ ପୁଣି  ଜଣେ ଆଦିବାସୀ ଯୁବକର ମୃତୁ୍ୟ  ହାଇଥିବାର ଜଣାପଡ଼ିଛି । ଗୁରୁବାର ମଧ୍ୟାହ୍ନରେ ଆକାଶରୁ ବର୍ଷାପାଣି ଖସିବା ସାଙ୍ଗକୁ ବଜ୍ରପାତ ହେଉଥିଲା । ଏହି ସମୟରେ ଖୁଣ୍ଟା ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମର ସୋମନାଥ ହାଁସଦାଃ ନିଜ ଘର ବାରଣ୍ଡାରେ…

ମୟୂରଭଞ୍ଜ କଲେଜ ଅଫ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟରେ ଯୋଗ ଦିବସ

 ବାରିପଦା - ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଯୋଗ ଦିବସ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମହାବିଦ୍ୟାଳୟର ଅ୍ମକ୍ଷ ପ୍ରଦୀପ କୁମାର ନାୟକ ଯୋଗ ମଣିଷକୁ ସୁସ୍ଥ ଓ ନିରୋଗ କରିବା ସହ…

ଆଜିଠୁ ସପ୍ଲିମେଣ୍ଟାରି ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା

ଗୋଟିଏ କେନ୍ଦ୍ରରେ ପରୀକ୍ଷା ଦେବେ ୨୯୮ ଜଣ ପରୀକ୍ଷାର୍ଥୀ ବଲାଙ୍ଗିରରୁ ନୀରୋଜ ମିଶ୍ର :   ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଠାରେ  ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୧୮ ମସିହା ସପ୍ଲିମେଣ୍ଟାାରି ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ ତା.…

ଯୋଗ ଦିବସ ଭଳି ରକ୍ତଦାନ ଦିବସ ପାଳନ ଉପରେ ବି ଆଗ୍ରହ ଦେଖାଉ ବିଜେପି : ବିଜୟ 

ଭୁବନେଶ୍ୱର : ସାଧାରଣତଃ, ଯୋଗ ଶିକ୍ଷା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଗଠନମୂଳକ ଭାବେ ଗଢ଼ି ତୋଳିବାରେ ସାହାଯ୍ୟ କରିଥାଏ ଏବଂ ସ୍କୁଲ, କଲେଜ୍‍ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଏହାର ପ୍ରଚାର ଓ ପ୍ରସାର ଜରୁରୀ । କିନ୍ତୁ ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଜୁନ୍ ୨୫ ତାରିଖ…

କୋଲକାତା ଫେରନ୍ତା ଶିଶୁ ନାଟ୍ୟଦଳକୁ ସମ୍ବର୍ଦ୍ଧନା ।

  ପଦ୍ମପୁର/ନୀଳ ଦୀପ -ଗତ ଜୁନ ୧୭ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ କୋଲକାତାର ଏକାଡେମୀ ଅଫ ଫାଇନ ଆର୍ଟ ଠାରେ ଆନ୍ତର୍ଜାତୀୟ ଶିଶୁ ନାଟକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ନାଟକ ମହୋତ୍ସବରେ ଭାଗ ନେବାପାଇଁ  ପଦ୍ମପୁର ର ଅଗ୍ରଣୀ ନାଟ୍ୟ ସଂସ୍ଥା "ଲୁ" ର ଶିଶୁ କଳାକାର ମାନେ ଗତ ୧୫…

ଇଏ ପାରି ହେବା ପାଇଁ ଘାଟ ନା ମରଣ ହାଟ : କେତେ ଲୋକ ମଲେ ଚେତିବେ ସରକାର 

ଜୀବିକା ପାଇଁ ଜୀବନ ବାଜି, କେତେବେଳେ ଯିବ ଜୀବନ ହଜି  ବ୍ୟୁରୋଚିଫ  (ଜୟଶଙ୍କର ଦାଶ):ରାଜ୍ୟରେ ଅନେକ ସ୍ଥାନକୁ ଗମନାଗମନର ସୁବିଧା ନଥିବାରୁ ବିପଦଜନକ ନୌକାଯାତ୍ରା ଚାଲିଥିବା ଦେଖିବାକୁ ମିଳେ । ଏମିତି କିଛି ଅପହଞ୍ଚ ଇଲାକା ରହିଛି ଯେଉଁଠି ଡଙ୍ଗା ହିଁ ଏକମାତ୍ର ମାଧ୍ୟମ । ଯାତାୟାତରେ…

୧୦୮, ୧୦୨ ଆମ୍ବୁଲାନ୍ସ ବ୍ୟବସ୍ଥାର ସୁପରିଚାଳନା ଓ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉପରେ ଗୁରୁତ୍ୱ

ସ୍ୱାସ୍ଥ୍ୟ ସମିତି କାର୍ଯ୍ୟନିର୍ବାହୀ କମିଟି ବୈଠକ  ବାରିପଦା(ଦିଲ୍ଲୀପ ମହାନ୍ତି )- ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବୀନିତ କୁମାର ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ମୟୂରଭଞ୍ଜ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କାର୍ଯ୍ୟନିର୍ବାହୀ କମିଟିର ବୈଠକ ଆୟୋଜିତ ହୋଇଥିଲା ।…