ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ଦାବି: ଗୁଣୁପୁରରେ ଜୀବନଯାତ୍ରା ଠପ
ଗୁଣପୁରରୁ ସିଦ୍ଧାର୍ଥ ଦାଶ
ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ଦାବି ନେଇ ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ରେ ସମସ୍ତ ଦୋକାନ, ହୋଟେଲ, ବଜାର , ଶିକ୍ଷାନୁଷ୍ଠାନ , ବ୍ୟାଙ୍କ, ସରକାରୀ - ବେସରକାରୀ ବ୍ୟବସାୟ କେନ୍ଦ୍ର ,ବସ୍ , ଅଟୋ, ଟ୍ରେନ ତଥା ଚକା ବନ୍ଦର ଡାକରା…