ଲୁଟକୁ ସୁରକ୍ଷା ଦେଉଛି ବନ, ରାଜସ୍ୱ ବିଭାଗ ଓ ପୋଲିସ
ଯାଜପୁର/ ଜୟଶଙ୍କର ଦାଶ : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଜେନାପୁର ଥାନା ଅନ୍ତର୍ଗତ ଅଂଜିରା ପଂଚାୟତର ମାଣ୍ଡିଆଗଡା ମୁରାରୀପୁର ଗାଁ ନିକଟରୁ ହଜାର ହଜାର ଟ୍ରିପ ମୋରମ ଲୁଟ କରି ନିଆଗଲା । ଏହି ସ୍ଥାନଟି ଜଙ୍ଗଲ କିସମ ହୋଇଥିବା ବେଳେ ଏହା କଟକ ବନଖଣ୍ଡର ଡାଳିଯୋଡା ଫରେଷ୍ଟ ରେଞ୍ଜ…