ଦାବୀର ସମାଧାନ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ବସ୍ତି ସୁରକ୍ଷା ମଞ୍ଚର ଅଭିନବ ଢଙ୍ଗରେ ବିକ୍ଷୋଭ- ଘଣ୍ଟ…
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ
ପାରଳାଖେମୁଣ୍ଡି ଠାରେ ଆଜି ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ଅଭିନବ ଢଙ୍ଗରେ ଦାବୀ ଗୁଡିକର ତୁରନ୍ତ ସମାଧାନ କାରାଯିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମଞ୍ଚ ପକ୍ଷରୁ ଘଣ୍ଟ ସବୁ ଧରି ତାକୁ ବଜାଇ…