ମହିଳା ଥାନା ପ୍ରତିଷ୍ଠା ଦାବିରେ ଗଣଧାରଣା

ବାଲେଶ୍ୱର(ଉଜ୍ଜ୍ୱଳ କର ): ବାଲେଶ୍ୱରରେ ମହିଳା ଥାନା ପ୍ରତିଷ୍ଠା ଦାବିରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପ୍ରୟାସ ପରିବାର’ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ପ୍ରତୀକ ଧାରଣା ଓ ପ୍ରତିବାଦ ସଭାଅନୁଷ୍ଠିତ  ହୋଇଯାଇଛି । ଅନୁଷ୍ଠାନର ଏହି କାର୍ଯ୍ୟକୁ ସମର୍ଥନ କରି ବାଲେଶ୍ୱରର…

ନୂଆ ଓଡିଶା ନିର୍ମାଣ ସହ ଓଡିଶାକୁ ଅଗ୍ରଣୀ କୃଷି ରାଜ୍ୟରେ ପରିଣତ କରିବା କ୍ଷେତ୍ରରେ ନାବାର୍ଡ ନେତୃତ୍ୱ…

ନାବାର୍ଡର ୩୭ ତମ ପ୍ରତିଷ୍ଠା   ଉତ୍ସବ ଭୁବନେଶ୍ୱର - ଓଡିଶାରେ ଅପାର ସମ୍ଭାବନା ରହିଛି । ରାଜ୍ୟରେ ୧ କୋଟି ପରିବାର ମଧ୍ୟରୁ ୫୦ ଭାଗ ପରିବାର କୃଷି ଉପରେ ନିର୍ଭରଶୀଳ । ଓଡିଶାର ଜିଡିପିର ସିଂହଭାଗ ଚାଷରୁ ଆସୁଛି । ଓଡିଶାର ଦୁଇ ତୃତୀୟାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି । ତେଣୁ ନୂଆ…

ରାଜ୍ୟପାଳ ଟ୍ରପିଂ ପାଇଁ ପ୍ରତିଯୋଗିତା ।

  ଯାଜପୁର(ଜୟଶଙ୍କର ଦାଶ:    ରାଜ୍ୟପାଳଙ୍କ ଟ୍ରପିଂ ୨୦୧୭-୧୮ ବର୍ଷ ପାଇଁ ବିବିଧ ପ୍ରତିଯୋଗିତାର ଆୟୋଜନ କରାଯାଇଅଚ୍ଥି ।  ଚିତ୍ରକଳା, ଓଡିଶୀ  ନୃତ୍ୟ, ଲୋକ ନୃତ୍ୟ, କଣ୍ଠ ସ୍ୱର ଏହିଭଳି ୪ ଗୋଟି ବିଭାଗରେ ପ୍ରତିଯୋଗିତା କରାଯିବ ।  ଅଷ୍ଟମ ରୁ ଦଶମ ଶ୍ରେଣୀ ‘କ’ ଓ ପଞ୍ଚମ ରୁ ସପ୍ତମ ଶ୍ରେଣୀ…

ଛାତ୍ରଛାତ୍ରୀଙ୍କ ସହ ତଳେ ବସି ମଧ୍ୟାନ୍ହ ଭୋଜନ ଖାଇଲେ ନୂତନ ଉପଜିଲ୍ଲାପାଳ।

Rourkela/Sushanta Behera : ବଣେଇ ଉପଖଣ୍ଡର ବନେଇକଳା ପଞ୍ଚାୟତର ବଡ଼ଗାଁ ଗ୍ରାମରେ ଥିବା ବଡ଼ଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବଣେଇ( ଆଇ ଏସ )ଉପଜିଲ୍ଲାପାଳ ୟେଦୁଲା ବିଜୟ ଅକସ୍ମାତ ଭାବେ ବିଦ୍ୟାଳୟ କୁ ପହଞ୍ଚି ବିଦ୍ୟାଳୟ ପରିସର ବୁଲି ଦେଖିବା ସହିତ ବିଦ୍ୟାଳୟରେ ଥିବା…

ଲାଞ୍ଚୁଆ ଆରଆଇଙ୍କୁ ଜେଲ ଓ ଜୋରିମାନା

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଆଜି ଏକ ଉତ୍ତରାଧିକାରୀ ସାର୍ଟିଫିକେଟ ପ୍ରଦାନ ନିମନ୍ତେ ଏକ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟ୍ରାପ ମାମଲାର ବିଚାର କରି ଅଭିଯୁକ୍ତ ମୋରଡ଼ା ତହସିଲର ଆରଆଇ  ତଥା ଚାନ୍ଦୁଆ ଥାନା…

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଘୋଷଯାତ୍ରା : ଯାନବାହନ ଚଳାଚଳ ଉପରେ ଲାଗିଲା କଟକଣା

ବାରିପଦା(ଦିଲ୍ଲୀପ ମହାନ୍ତି )- ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେ ବାରିପଦାଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ପ୍ରବଳ ଜନସମାଗମ ପରିଲକ୍ଷିତ ହେଉଥିବାରୁ ସହରରେ ଯାନବାହନ ଚଳାଚଳ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁଲାଇ ୧୪ ସକାଳ ୬ଟାଠାରୁ ଜୁଲାଇ ୨୪ ମଧ୍ୟରାତ୍ର…

ବିଜୁ ଯୁବ ଜନତା ଦଳ ରାଜ୍ୟ କମିଟି ସଂପ୍ରସାରିତ

ଭୁବନେଶ୍ୱର,: ବିଜୁ ଜନତା ଦଳ ସଭାପତି ତଥା  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଦଳର ଛାମୁଆ ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ଉଦେ୍ଧଶ୍ୟରେ ବିଜୁ ଯୁବ ଜନତା ଦଳ ରାଜ୍ୟ କମିଟିକୁ ସଂପ୍ରସାରିତ କରାଯାଇଛି ବୋଲି ଦଳର ସାଧାରଣ ସଂପାଦକ (ଯୁବ ବ୍ୟାପାର) ସଂଜୟ କୁମାର…

ବିଜୁ ଜନତା ଦଳ ମାଲକାନଗିରି ଜିଲ୍ଲା କମିଟି ପୁନର୍ଗଠିତ : ମାନସ ମାଡ଼କାମୀ ସଭାପତି, ଗଣେଶ ମଣ୍ଡଳ କାର୍ଯ୍ୟକାରୀ…

ଭୁବନେଶ୍ୱର : ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲା ବିଜେଡି କମିଟିକୁ ପୁନର୍ଗଠନ କରି ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତ ଦେଇଛନ୍ତି ।ଜିଲ୍ଲା ବିଜୁ ଜନତା ଦଳ ସଭାପତି ଭାବେ ମାଲକାନଗିରି ବିଧାୟକ ମାନସ ମାଡ଼କାମୀଙ୍କୁ ନିଯୁକ୍ତି ଦେଇଥିବା ବେଳେ ଜିଲ୍ଲା…

ସ୍ମାର୍ଟ ହେଉଛି ଷ୍ଟିଲ ସିଟି, ପ୍ରକଳ୍ପ ଗୁଡିକୁ ସୁଚାରୁ ରୂପରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିବାକୁ ଲକ୍ଷ୍ୟ 

 ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ମହାନଗର ସ୍ତରୀୟ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ବିଭିନ୍ନ ପ୍ରକଳ୍ପର ସ୍ଥିତି ଓ ଆଗାମୀ ଯୋଜନା ସଂପର୍କରେ ହେଲା ବିସ୍ତୃତ ଆଲୋଚନା  ରାଉରକେଲା(ସୁଶାନ୍ତ ବେହେରା) :  ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ସ୍ଥାନୀୟ ଉଦିତନଗର ସ୍ଥିତ ସିଟି…