ମାଛ ତେଲରେ ମାଛ ଭାଜିବା ମୁଖ୍ୟମନ୍ତ୍ରୀଙ୍କର ଅଭ୍ୟାସ -ଧର୍ମେନ୍ଦ୍ର
ପ୍ରଧାନମନ୍ତ୍ରୀଙ୍କ ମୟୁରଭଞ୍ଜ ଜିଲା ଗସ୍ତ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର/ବାରିପଦା, ୨୯ ଡିସେମ୍ବର-ମାଛ ତେଲରେ ମାଛ ଭାଜିବାରେ ମୁଖ୍ୟମନ୍ତ୍ରୀଙ୍କର ଅଭ୍ୟାସ ଅଛି । ଚିଠି ଲେଖିବାରେ ମୁଖ୍ୟମନ୍ତ୍ରୀ ପାରଙ୍ଗମ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…