୨୦୧୭ର ବକେୟା ଅନ୍‍ଲାଇନ୍‍ କୃଷି ବୀମା ପ୍ରଦାନ ଦାବିରେ ଚୋଲାମଣ୍ଡଲମ୍‍ କମ୍ପାନୀ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା

ଭୁବନେଶ୍ୱର : ‘ପ୍ରଧାନମନ୍ତ୍ରୀ ଫସଲ ବୀମା’ ଯୋଜନାରେ ଅନ୍‍ଲାଇନ୍‍ରେ ବୀମା କରି ଠକାମୀର ଶିକାର ହୋଇଥିବା ବଲାଙ୍ଗୀର ଜିଲ୍ଲାର ପ୍ରାୟ ୧ ହଜାରରୁ ଊଦ୍ଧ୍ୱର୍ ଚାଷୀ ‘ଚୋଲାମଣ୍ଡଲମ୍‍’ କମ୍ପାନୀର ଭୁବନେଶ୍ୱର ସହିଦନଗର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଆସି ଆଜି ଧାରଣା ଦେଇଥିଲେ । ବଲାଙ୍ଗୀର ଜିଲ୍ଲା…

ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ

ବିଜେପୁର,(ଶାସକ ପ୍ରଶାସକ )- ବରଗଡ ଜିଲା ବିଜେପୁର ବ୍ଲକ ସ୍ତରୀୟ ୭୦ ତମ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଯାଇଛି । ଗୋଷ୍ଠୀ   ଉନ୍ନୟନ ଅଧିକାରୀ ପଦ୍ମନାଭ ସାମନ୍ତରାୟ ଅଧ୍ୟକ୍ଷତାରେ ସହକାରୀ ଯନ୍ତ୍ରୀ  ଟେକଚାନ୍ଦ କାଲୋ,ଡବ୍ଲୁଇଓ ସଂଜୟ ଭୋଇ,ଏସ.ଇ.ଓ ପାଣ୍ଡବ ନନ୍ଦ…

ପଂଚାୟତ ଉଚ୍ଚ ବିଦ୍ୟାଳୟ କୁର୍କୁଟାର କୃତିତ୍ୱ

  ବିଜେପୁର,(ଶାସକ ପ୍ରଶାସକ )-  ବରଗଡ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ କୁର୍କୁଟା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରୀନା କାଣ୍ଡଙ୍କ କୃତିତ୍ୱ କୁ ନେଇ ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି । ବରଗଡ ଜିଲ୍ଲାର ବିରମାଲ ଉଚ୍ଚ ବିଦ୍ୟାଳୟ ଠାରେ  ଜିଲ୍ଲାସ୍ତରୀୟ ଯୋଗାସନ ପ୍ରତିଯୋଗିତ। ଅନୁଷ୍ଠିତ…

ବିଜେପୁରରେ ପିଠା କାର୍ଯ୍ୟକ୍ରମ ଉଦଘାଟିତ:ସରକାରୀ କାର୍ଯ୍ୟକ୍ରମ କେବଳ ଲୋକଦେଖାଣିଆ !

ବିଜେପୁର (ଶାସକ ପ୍ରଶାସକ )- ବରଗଡ ଜିଲା ବିଜେପୁର ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ରାଜ୍ୟସରକାରଙ୍କ ପିଠା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ୧୫ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ  ହେବାକୁ ଯାଉଛି । ସ୍ଥାନୀୟ ବିଜ୍ଞାପିତ ଅଂଚଳ ପରିଷଦର…

ମାପକଣ୍ଟା ଗୁଡିକ ତନଖି  ହେଉନି, ଠକି ହେଉଛନ୍ତି ଗ୍ରାହକ

ମାଂସ କିଣାବେଳେ ଓଜନ ଠକେଇକୁ ନେଇ ବଚସା  ବଡଚଣା ରୁ ପ୍ରଫୁଲ୍ଲ କୁମାର ସାହୁ :ରଵିବାର  ଦିନ  ଧର୍ମଶାଳା ଥାନା ଅନ୍ତର୍ଗତ ପୋଵଳ ଗ୍ରାମରେ ମାଂସ କିଣାକୁ କେନ୍ଦ୍ରକରି ଏକ ଗୋଷ୍ଟୀ ସଂର୍ଘସ ହୋଇଛି | ଘଟଣା ରୁ ପ୍ରକାଶ ପୋବଳ ଗ୍ରାମର ରମେଶ ମଳିକ ସେହି ଗ୍ରାମର ଧ୍ରୁବ ସାମଲଙ୍କ ଦୋକାନ କୁ…

ଖଣିଅଂଚଳରେ ମକର ମେଳା l

କାଳିଆପାଣିରୁ ଦୟାନିଧି ମହନ୍ତ : ଗତକାଲି ମକର ସଂକ୍ରାନ୍ତି ଉପଲକ୍ଷେ ଖଣିଅଂଚଳରେ କୁଡୁମି ମହନ୍ତ ସମାଜର ଲୋକମାନେ ମହା ଆଡମ୍ବର ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି l ମକର ସଂକ୍ରାନ୍ତି ଦିନଟି କୁଡୁମି ଜାତିର ଲୋକମାନେ ଟୁସୁ ପର୍ବ ରୂପେ ପାଳନ କରିଥାନ୍ତି l ମୁଖ୍ୟତଃ କୃଷି ଉପରେ ନିର୍ଭର କରି…

ଏମିତି ବି ଆସେ ମୃତ୍ୟୁ ………

ପାଇକମାଲ :- ବରଗଡ ଜିଲ୍ଲା  ପାଇକମାଲ ର ମନମାଣ୍ଡୋସିଲ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଡୁମେରବାହାଲ ଗ୍ରାମର ସେବକ ପଟେଲ(୫୮) ଏକ ବାଇକ ରେ ମାଣ୍ଡୋସିଲ ଗ୍ରାମ କୁ ଆସିଥିଲେ । ବାଇକ ଚଳାଉଥିବା ସମୟରେ ହଟାତ ତାଙ୍କୁ ଇପିଲେପ୍ସି(ଅପସ୍ମାର,ସ୍ଥାନୀୟ ଭାଷାରେ ଏହାକୁ ହାପର ବୋଲି…

ସବୁ ଅଙ୍କ ଗୋଳମାଳିଆ ହୋଇଗଲା 

ଭୁବନେଶ୍ୱର : ଏବେ କଂଗ୍ରେସର କୁହାଳିଆ ନେତା ନବ ଦାସଙ୍କୁ ନେଇ ରାଜ୍ୟ ସାରା ଶୁଖିଲା ଚର୍ଚ୍ଚା | ଏବେ ତାଙ୍କ ରାଜନୈତିକ ସ୍ଥିତି ଅନିଶ୍ଚିତତା ଭିତରେ | ତ୍ରିଶଙ୍କୁ ସ୍ଥିତିରେ ତାଙ୍କ ରାଜନୈତିକ ଭବିଷ୍ୟତ | ଦୁଇଦିନ ତଳ ପର୍ଯ୍ୟନ୍ତ ତାଙ୍କ ସ୍ଥିତିକୁ ନେଇ କୌଣସି ଅନିଶ୍ଚିତତା ନଥିଲା | ଆଉ…

ନାକ ଥିଲେ ନୋଥ ନାହିଁ, ନୋଥ ଥିଲାବେଳକୁ ନାକ ନାହିଁ 

   ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଥାଇ ଡାକ୍ତର ନଥିବାରୁ ରୋଗୀ ହନ୍ତସନ୍ତ, ପ୍ରଶାସନକୁ କହି କହି ଲୋକେ ନୟାନ୍ତ   ଜି ଉଦୟଗିରି/ ଗଗନ ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଅନ୍ତର୍ଗତ ଘୁଉଦୟଗିରି ବ୍ଲକ  ଅଞ୍ଚଳବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ବା ପାଇଁ ସରକାରଙ୍କ ତରଫରୁ ଏକ ସ୍ୱାସ୍ଥ୍ୟ କେନ୍ଦ୍ର…

ଲୋକଙ୍କ ଭିତରେ “ଆମ” ଅନୁଭବ ପାଇଁ ପୋଲିସର “ଆମ ପୋଲିସ” କାର୍ଯ୍ୟକ୍ରମ 

ଜନତାକୁ ନିଜର ନିକଟତର କରାଇବା ପାଇଁ ପୋଲିସର ଅଭିନବ ଉଦ୍ୟମ   ପାଇକମାଲ :- ପାଇକମାଲ ବ୍ଲକର ଭେଙ୍ଗରାଜପୁର ପଞ୍ଚାୟତର ସଦନନ୍ଦପୁର ଗ୍ରାମରେ ବରଗଡ଼ ପୋଲିସ ଆନୁକୂଲ୍ୟରେ, ପଦ୍ମପୁର SDPO ଶ୍ରୀ ଲଷ୍ମୀ ନାରାୟଣ ପଣ୍ଡା ଙ୍କର ପ୍ରତ୍ୟକ୍ଷ  ତତ୍ୱବାଧାନ ରେ ଓ ପାଇକମାଲ ପୋଲିସ ର ଉଦ୍ୟମରେ ' ଆମ…