ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମୁଖ୍ୟ ସଚିବଙ୍କୁ ଚିଠି
ନାବାଳିକା ହତ୍ୟାର ଠୋସ୍ ପଦକ୍ଷେପ ନେବାକୁ ନିର୍ଦ୍ଦେଶ
ଯାଜପୁରରୋଡ୍(ବୁ୍ୟରୋ ଚିଫ୍, ଜୟଶଙ୍କର ଦାଶ) : କୋରାଇ ନାବାଳିକାକୁ ହତ୍ୟା ଏବଂ ଏଥିରେ ଜଣେ ନାବାଳକକୁ ହତ୍ୟାକାରୀ ଦର୍ଶାଇ ଗିରଫ ଗରିବା ଘଟଣାରେ ଠୋସ୍ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ…