ଅନେକ ମୁଣ୍ଡ ଗଡିଛି ତୁହାକୁ ତୁହା ଆନେ୍ଦାଳନ,ହେଲେ ଆଉ କେତେ ମୁଣ୍ଡ ଗଡ଼ିଲେ ହେବ ବାଇପାସ???
କେନ୍ଦ୍ର ଓ ରାଜ୍ୟ ଶାସନରେ ଥିବା ଦଳର ନେତାଙ୍କୁ ସମରେନ୍ଦ୍ରଙ୍କ ପ୍ରଶ୍ନ
ବଲାଙ୍ଗିରରୁ ନିରୋଜ ମିଶ୍ର - ବଲାଙ୍ଗିର ପାଇପାସ ନିର୍ମାଣକୁ ନେଇ ଅନେକ ତୁଙ୍ଗି ତୋଫାନ । ନିକଟରେ ଘଟିଥିବା ମର୍ମନ୍ଦୁତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଛାତ୍ର ତଥା ଯୁବକମାନଙ୍କର ପାଇଁ ସାରା ବଲାଙ୍ଗିର…