ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଶିଶୁ ଉଦ୍ଧାର
ଡୁବୁରୀ (ସନାତନ ମହାନ୍ତ) –ଦାନଗଦୀ ବ୍ଲକ୍ ଅନ୍ତର୍ଗତ ବାବାଜୀଡାହି ୰ ସୁକାନ୍ତ ମୁଣ୍ଡାଙ୍କ ପୁତ୍ର ଟୁକୁନା ମୁଣ୍ଡାକୁ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଉଦ୍ଧାର କରି ଘରେ ଆଣି ଛାଡିଲେ । ସୁକାନ୍ତ ମୁଣ୍ଡାଙ୍କ ମୃତ୍ୟୁ ପରେମା ଗୁରୁବାରୀ ମୁଣ୍ଡା ପିଲାମାନଙ୍କ ଭରଣପୋଷଣ କରିପାରିଲେ ନାହିଁ ।…