ଶିମିଳିପାଳ ଅଭୟାରଣ୍ୟ କେତେବେଳେ ପଶୁ ଶୂନ୍ୟ ହୋଇଯିବ,…. କହି ହେବନି |

ଶିମିଳିପାଳରେ ଛୁଆହାତୀର ସନେ୍ଦହଜନକ ମୃତ୍ୟୁ ବାରିପଦା-(ଦିଲ୍ଲୀପ ମହାନ୍ତି)  ଶିମିଳିପାଳର କୋର ଏରିଆ କୁହାଯାଉଥିବା ଗୁରୁଣ୍ଡିଆ ସେକସନ ର ଜେନାବିଲ ଠାରେ ଆଜି ଏକ ଛୁଆ ଦନ୍ତା ହାତୀ ର ମୃତଦେହ କୁ  ବନବିଭାଗ ପକ୍ଷରୁ ଠାବ କରାଯାଇଅଛି । ମୃତ ହାତୀର ବୟସ ପାଖାପାଖି ୭ ରୁ ୮ ବର୍ଷ ମଧ୍ୟରେ…

ମାଁ ଦକ୍ଷିଣକାଳୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ 

ମାଣ୍ଡୋସିଲ /ରାଜେନ୍ଦ୍ର କୁମାର ପ୍ରଧାନ :-ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜାମସେଠ କଟାପଡ଼ା ଠାରେ ମାଁ ଦକ୍ଷିଣକାଳୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଲିତ ହୋଇଯାଇଛି ।ଗତ ୧ତାରିଖ ସୁକ୍ରବାର ଦିନ ମନ୍ଦିରର ରତ୍ନମୁଦ ସ୍ଥାପନ କରାଯାଇଥିଲା।୨ତାରିଖ ଶନିବାର ଦିନ ମନ୍ଦିର ପ୍ରତିଷ୍ଠା  ଓ ଅଷ୍ଟ…

ଅକୃରଂକ ସହ ମଥୁରା ମୁହାଁ କୃଷ୍ଣ ବଳରାମ : ଲୁହରେ ଭିଜିଲା ଗୋପପୁର 

ଗାଇସିଲେଟ/କେଦାର ନାଥ ସାହୁ:ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲିରେ ଅନୁଷ୍ଠିତ ୩୫ତମ ଧନୁଯାତ୍ରା ଆଜି ଦଶମ ଦିନରେ ଅବତୀର୍ଣ୍ଣ ହୋଇଛି। ଆଜି ଥିଲା ଗୋପପୁର ପାଇଁ ଶୋକର ଦିନ। କଂସାସୁରଙ୍କ ଆଦେଶରେ ବୃଦ୍ଧମନ୍ତ୍ରୀ ଅକୃର ଏକ ସୁସଜ୍ଜିତ ରଥରେ ଗୋପପୁର ପହଞ୍ଚିଥିଲେ। ଯମୁନା…

ଶ୍ରମ ମନ୍ତ୍ରୀଙ୍କ ଦ୍ୱାରା ଆୟୁର୍ବେଦ ହସ୍ପିଟାଲ ପାଇଁ ଗୃହ ନିର୍ମାଣର ଶିଳାନ୍ୟାସ

ସୋହେଲା :- ଆଜି ରାଜ୍ୟ ସରକାରଙ୍କର ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ,ବରଗଡ ଜିଲ୍ଲାପାଳ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ସାଧୁ ଚରଣ ଦାସ ଓ ଜିଲ୍ଲା ଆୟୁର୍ବେଦ ମୁଖ୍ୟ  କିଶୋର କୁମାର ମିଶ୍ରଙ୍କ ଉପସ୍ଥିତରେ ସୋହେଲା ନିକଟସ୍ଥ ଗର୍ଭନା…

ପୋଲିସର ଜନ ସମ୍ପର୍କ ଅଭିଯାନ, ପିଲାଙ୍କୁ ବଣ୍ଟା ହେଲା ପୋଷାକ ଓ ଔଷଧ 

 ଘୁ ଉଦୟଗିରି /  ଗଗନ କୁମାର ପ୍ରଧାନ  : କନ୍ଧମାଳ ଜ଼ିଲ୍ଲା କୋଟଗଡ ଠାର ପୋଲିସ ପକ୍ଷରୁ ଛାତ୍ର ଛାତ୍ରୀଙ୍କୁ  ପୋଷାକ ଏବଂ ଔଷଧ ବଣ୍ଟନ କରାଯାଇଛି |  ଏଥିରେ ବିଭିନ ଶିକ୍ଷାନୁଷ୍ଠାନ ରୁ ପ୍ରାୟ ୫୦୦ ରୁ  ଉର୍ଧ୍ଵ ଛାତ୍ର ଛାତ୍ରୀ ଯୋଗ ଦେଇ ଥିଲେ .| ପୋଲିସ ପଡିଆ ଠାରେ ଏହି କାର୍ଯ୍ୟକ୍ରମ…

ଘୁ ଉଦୟଗିରି ଠାରେ ଥିବା ଥାନାରେ ଭାରପ୍ରାପ୍ତ ଥାନାଧିକାରୀ ପଦବୀ ବହୁ ଦିନ ହେବ ଖାଲି

 Kandhamal/Gagan Pradhan : କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ ଘୁ ଉଦୟଗିରି ଠାରେ ଥିବା ଥାନାରେ ଭାରପ୍ରାପ୍ତ ଥାନାଧିକାରୀ ପଦବୀ ବହୁ ଦିନ ହେବ ଖାଲି ପଡିଛି |  ପୂର୍ବତନ ଥାନାଧିକାରୀଙ୍କ ଅନ୍ୟତ୍ର ବଦଳି ହେବା ପରେ କାହାରିକୁ ଘୁ ଉଦୟଗିରି ଥାନରେ କୌଣସି ଥାନାଧିକାରୀଭାବେ ଅବସ୍ଥାପିତ…

ମଥୁରାଗଡରୁ ଅଭିମୁଖେ ଅକ୍ରୁର : ଧନୁଯାତ୍ରା ପାଇଁ ଆଣିବେ କୃଷ୍ଣ ବଳରାମଙ୍କୁ 

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଠାରେ ଗତ ତା୨୫ରିଖରେ ଉଦ୍‌ଘାଟିତ ହୋଇଥିବା ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଆଜି ନବମ ଦିନରେ ପହଞ୍ଚିଛି। କଂସାସୁରଙ୍କ ସମସ୍ତ କୁଟଚକ୍ର ବିଫଳ ହେଲା ପରେ ଆଜି ବୃଦ୍ଧ ମନ୍ତ୍ରୀ ଅକୃରଙ୍କୁ ମହାରାଜ…

  ଓଡିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକୋତ୍ସବ

 କୋମନାରୁ ଭାଗିରଥି ଭୋଇ : କୋମନା ବ୍ଲକ ଝଗ୍ରାହୀ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ,ବ୍ଲକ ଶିକ୍ଷା ଅଧିକାରୀ ରେସମଲ ନାଏକ ସମ୍ମାନିତ ଅତିଥି ଓ ମୁଖ୍ୟ ବକ୍ତା ଭାବରେ…

 ସପ୍ତମ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ କ୍ୟାମ୍ପ  ଅନୁଷ୍ଠିତ 

 ନୂଆପଡାରୁ ସ୍ୱତନ୍ତ୍ର ପ୍ରତିନିଧି ପ୍ରିୟବ୍ରତ ପଣ୍ଡା: ବୋଡେନ ବ୍ଲକ ମହୁଲପଡା ଗ୍ରାମର ହାଇସ୍କୁଲ ଠାରେ ସପ୍ତମ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ କ୍ୟାମ୍ପ  ଅନୁଷ୍ଟିତ ହୋଇ ଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀମତୀ ନମିତା ପ୍ରଧାନ (ଜିଲ୍ଲା ପରିଷଦ ଚେୟାରମ୍ୟାନ ନୂଆପଡା…

ମହିମାର ମହିମା ଇଣ୍ଡେନ କମ୍ପାନୀକୁ ଜଣା 

 ଏଜେନସି କାର୍ଯ୍ୟାଳରେ ଏକ ମାସ ହେଲା ତାଲା :ଗ୍ୟାସ ନ ପାଇ ଉପଭୋକ୍ତା ହନ୍ତସନ୍ତ,ବଢ଼ୁଛି ଅସନ୍ତୋଷ ରେଢ଼ାଖୋଲ /ଯଶୋବନ୍ତ ନାରାୟଣ ସାହୁ : ରେଢ଼ାଖୋଲ ସହରରେ ଉପଭୋକ୍ତା ଏକମାତ୍ର ମହିମା ଇଣ୍ଡେନ୍ ଗ୍ୟାସ ଏଜେନସି ଉପରେ ଭରସା କରନ୍ତି l ହେଲେ, ଏହି କାର୍ଯ୍ୟାଳୟରେ ଏକ ମାସ ହେଲାଣି…