ବ୍ରାହ୍ମଣପଡା ଠାରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ଉଦ୍ଘାଟନ କଲେ କେଭି 

 ବଲାଙ୍ଗୀର/ ନିରୋଜ ମିଶ୍ର :  ବଲାଙ୍ଗୀର ବ୍ରାହ୍ମଣପଡା ସ୍ଥିତ ସନ୍ଡେ ମାର୍କେଟ ଠାରେ ଏକ  ପ୍ରଧାନମନ୍ତ୍ରୀ  ଜନଔଷଧି  କେନ୍ଦ୍ରକୁ ବିଜେପି ବିଧାୟକ ଦଳ ନେତା ତଥା ପୂର୍ବତନ ମନ୍ତ୍ରୀ (ବିଧାୟକ  ପାଟଣାଗଡ) କନକବର୍ଦ୍ଧନ ସିଂହଦେଓ ଉଦ୍ଘାଟନ କରିଛନ୍ତି | ଏହି କେନ୍ଦ୍ର କେନ୍ଦ୍ର ସରକାରଙ୍କ…

ବଲାଙ୍ଗିର ଗାନ୍ଧି ଷ୍ଟାଡିୟମ ଠାରେ କବାଡି ଖେଳାଳିଚୟନ 

ବଲାଙ୍ଗିର- ବଲାଙ୍ଗିର ଜିଲ୍ଲା କ୍ରୀଡାସଂସଦ ତରଫରୁ ଗାନ୍ଧି ଷ୍ଟାଡିୟମ ଠାରେ କବାଡି ସବ ଜୁନିୟର  ଖେଳାଳି ଚୟନ ୩୦ ତାରିଖ ଗୁରୁବାର ସକାଳ ୮.୩୦ ଘଣ୍ଟା ସମୟରେ କରାଯିବ । ଏହି ଖେଳାଳି ମାନେ ରାଜ୍ୟସ୍ତରୀୟ ସବଜୁନିୟର କବାଡି ପ୍ରତିଯୋଗିତାରେ ଭାଗନେବେ । କବାଡି ଖେଳାଳି ସୁସ୍ଥ ଥିବା ଆବଶ୍ୟକ ।…

ଠିକାଦାର ପଡା ପୋଲ. ରାଜନୀତି : ସମରେନ୍ଦ୍ରଙ୍କ ପ୍ରଶ୍ନ ” ବଲାଙ୍ଗିର ର ବିକାଶ ପାଇଁ ରାଜ୍ ପରିବାର ନିଜସ୍ୱ…

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଚେଷ୍ଟା  ଓ ତତ୍ୱାବଧାନରେ ଶୀଘ୍ର ସମାପ୍ତ  ହୋଇଥିବା ପାଟଣାଗଡ଼  ରାସ୍ତାର ଠିକାଦାର ପଡ଼ା ପୋଲ ଯାହା  କି ପାଟଣାଗଡ  ରାସ୍ତା ଉନ୍ନତିକରଣର ଏକ ଅଂଶ  ବିଶେଷ  ତାକୁ  ଆମ ସାଂସଦ ଶସ୍ତା ରାଜନିତୀ ରେ ଶ୍ରେୟ  ନେବା  ପାଇଁ…

ଆଜିଠାରୁ ବଲାଙ୍ଗିର ଫୁଟବଲ ଲିଗ୍  

ବଲାଙ୍ଗିର(ନିରୋଜ ମିଶ୍ର) ,- ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ତରଫରୁ ଆୟୋଜିତ ବଲାଙ୍ଗିର ସିନିୟର ନକ୍ଆଉଟ କମ୍ ଲିଗ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଉଦ୍ଘାଟନୀ ମ୍ୟାଚ୍ ୨୯ ତାରିଖ ବୁଧବାର(ଆଜି)  ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ୯୦ଟି ଦଳ ଭାଗନେବେ ।  ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ…

ମୁଖ୍ୟମନ୍ତ୍ରୀ ମହୋଦୟ :  ମା’କୁ ସମ୍ମାନର ମାନେ କଣ ଏଇଆ 

ବିଜେଡି  ଜିଲ୍ଲା ସାଧାରଣ ସମ୍ପାଦକ ଦ୍ୱାରା ମହିଳା ନିର୍ଯ୍ୟାତିତା ଅଭିଯୋଗ  ଥାନାରେ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ, ନ୍ୟାୟ ପାଇଁ ଏସପିଙ୍କ ପାଖରେ ଗୁହାରି  ବାରିପଦା(ଦିଲ୍ଲୀପ ମହାନ୍ତି )- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମା’କୁ ସମ୍ମାନ ନାରା ପ୍ରହସନରେ ପରିଣତ ହୋଇଛି ।…

ପୂର୍ବତନ ପ୍ରିନ୍ସପାଲ୍‍ ଏଜି ଅମର ପଟ୍ଟନାୟକ ବିଜେଡିରେ ଯୋଗଦେଲେ

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି  ନବୀନ ପଟ୍ଟନାୟକଙ୍କୁ ଆଜି ପୂର୍ବାହ୍ଣ ୧୧ଟା ସମୟରେ ପୂର୍ବତନ ପ୍ରିନ୍ସପାଲ୍‍ ଆକାଉଣ୍ଟାଣ୍ଟ ଜେନେରାଲ ଅମର ପଟ୍ଟନାୟକ ନବୀନ ନିବାସରେ ସାକ୍ଷାତ କରି ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ବିଜେଡି ପ୍ରତି…

ଜବରଦଖଲ ଉଚ୍ଛେଦ ଅଭିଯାନକୁ ଜୋରଦାର କଲା ରାଉରକେଲା ମହାନଗର ନିଗମ

 ମୁନିସିପାଲ୍ ନାଳ ଉପରେ ନିର୍ମିତ ୫ଟି ବେଆଇନ ଅଟ୍ଟାଳିକା ହେଲା ଉଚ୍ଛେଦ। ରାଉରକେଲା(ସୁଶାନ୍ତ ବେହେରା) – ରାଉରକେଲା ମହାନଗର ନିଗମ ପକ୍ଷରୁ ଆଜି ଜବରଦଖଲ ଉଚ୍ଛେଦ ଅଭିଯାନକୁ ଜୋରଦାର କରାଯାଇଛି। ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ଅଞ୍ଚଳରେ ବେବନ୍ଦୋବସ୍ତ ଜମି ଉପରେ ଥିବା ମୁନିସିପାଲ୍ ନାଳ ଉପରେ…

କେରଳ ବନ୍ୟା ଦୁର୍ଗତଙ୍କ ସାହାଯ୍ୟାର୍ଥେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ବିଜୁ ଛାତ୍ର ଜନତା ଦଳର ୮ଲକ୍ଷ ଟଙ୍କା…

ଭୁବନେଶ୍ୱର : ନିକଟରେ କେରଳରେ ହୋଇଥିବା ଭୟାବହ ବନ୍ୟା ଯୋଗୁ ବହୁ ଧନଜୀବନ ହାନି ଘଟିଛି । ଏଭଳି ଏକ ଦୁର୍ଦ୍ଧିନ ସମୟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସହାୟତାର ହାତ ବଢ଼ାଇଥିଲେ । ଶ୍ରୀ ପଟ୍ଟନାୟକ କେରଳକୁ ୧୦ କୋଟି ଟଙ୍କାର ଅର୍ଥ ସହାୟତା ପ୍ରଦାନ କରିବା…

ଆରଏସପି ଦ୍ଵାରା ଅଧ୍ୟୟନରେ ଉତ୍କର୍ଷତା ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ 

ରାଉରକେଲା/ ସୁଶାନ୍ତ ବେହେରା : ସିଭିକ ସେଣ୍ଟରଠାରେ ଅଗଷ୍ଟ ୧୬ ତାରିଖରେ ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ପୁରସ୍କାର ବିତରଣ ଉତ୍ସବରେ ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଇସ୍ପାତ ସହରର ମେଧାବୀ ଛାତ୍ରଛାତ୍ରୀଙ୍କୁ…

କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ଦ୍ଵାରା ସାର୍ବଜନିକ ଇସ୍ପାତ ଉଦ୍ୟୋଗ ନିମନ୍ତେ କର୍ପୋରେଟ କ୍ରୀଡାନୀତି ଉନ୍ମୋଚିତ 

ରାଉରକେଲା :  ଦେଶର କ୍ରୀଡା ପ୍ରତିଭାଙ୍କ ପୃଷ୍ଠପୋଷଣ ତଥା ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଅଧିକ ସଂଖ୍ୟକ ମେଡାଲ ଆଶାୟୀ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଇସ୍ପାତ ମନ୍ତ୍ରଣାଳୟ ଏହାର ଅଧିନସ୍ଥ ସାର୍ବଜନିକ ଇସ୍ପାତ ଉଦ୍ୟୋଗଗୁଡିକ ନିମନ୍ତେ ପ୍ରଥମ ଥର ପାଇଁ ଏକ…