ସାମ୍ବିଧାନିକ ସ୍ୱୀକୃତି ପାଇଁ ଏକଜୁଟ ହେଲେ ପଶ୍ଚିମ ଓଡିଶାର ବୁଦ୍ଧିଜିବୀ
ବରଗଡ଼ (ଶାସକ ପ୍ରଶାସକ) ବରଗଡ ପୁରୋହିତ ଭବନଠାରେ କୋସଲି କ୍ରିୟାନୁଷ୍ଠାନ କମିଟୀ ଦ୍ୱାରା କୋସଲି ଭାଷାର ସାମ୍ବିଧାନିକ ସ୍ୱୀକୃତିକୁ ନେଇ ଏକ ଆଲୋଚନା ଚକ୍ର ଆୟୋଯିତ ହୋଇଯାଇଛି । ଏହି ସଭାରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ପ୍ରତିନିଧି ସ୍ଥରୀୟ ବୁଦ୍ଧିଜୀବି ପ୍ରଫେସର ହୃଦମଣି ପ୍ରଧାନ,…