ବିଧାୟକଙ୍କ ଇସ୍ତଫା ଓ ଗିରଫ ଦାବିରେ କଂଗ୍ରେସର ଜନଆକ୍ରୋଶ ଧାରଣା
ଓଡ଼ଗାଁ (ଶାସକ ପ୍ରଶାସକ): ଚିଟଫଣ୍ଡ ମାମଲାରେ ନୟାଗଡ ବିଧାୟକ ଅରୁଣ କୁମାର ସାହୁଙ୍କୁ ସି.ବି.ଆଇର ସମନ ଜାରିକୁ ନେଇ ନୈତିକତା ଦୃଷ୍ଟିକୋଣରୁ ଇସ୍ତଫା ଦେବା ଦାବିରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଆଜି ଜନଆକ୍ରୋଶ ଧାରଣା ଦିଆଯାଇଥିଲା ।…