ସାମାଜିକତାକୁ ବଜାୟ ରଖିବାକୁ ବ୍ରଜବିହାରୀ ଙ୍କର ସାହିତ୍ୟର ଆବଶ୍ୟକତା ରହିଛି

ବଲାଙ୍ଗୀର/ନିରୋଜ ମିଶ୍ର - ଆଜିର ସମୟରେ ସମାଜ କ୍ରମଶଃ ଭାଙ୍ଗିପଡୁଥିବା ବେଳେ ସମାଜକୁ ଦିଗ୍‌ଦର୍ଶନ ଦେବା ପାଇଁ ସମର୍ଥ ସାହିତ୍ୟର ଆବଶ୍ୟକତା ରହିଛି । କାରଣ ସମର୍ଥ ସମାଜ ତିଆରିବାକୁ ଏକ ସାରସ୍ବତ ପ୍ରଜ୍ଞାଲୋକ ଜରୁରୀ । ବେଦବିଦ୍ବାନ ସାରସ୍ବତ ସାଧକ ବ୍ରଜବିହାରୀ ଙ୍କର ସାହିତ୍ୟର ସେଇ…

ପୂଜାକୁ ସଦ୍ଭାବନାର ସହ ପାଳନ କରିବାକୁ ପ୍ରଶାସନର ଅନୁରୋଧ

ଯାଜପୁରରେ ଦୁର୍ଗା ପୂଜା ଓ ଭଷାଣ ନିମିତ୍ତ ପ୍ରସ୍ତୁତି ବୈଠକ ଯାଜପୁର(ଜୟଶଙ୍କର ଦାଶ): ଯାଜପୁରରେ ବିଭିନ୍ନ ପୂଜା, ମହୋତ୍ସବ ବେଶ ଶୃଙ୍ଖଳାର ସହ ସମ୍ପନ୍ନ ହୋଇ ରାଜ୍ୟରେ ଉଚ୍ଚ ପ୍ରଶଂସିତ ହୋଇଛି । ତେଣୁ ଆଗାମୀ ପୂଜା ଓ ବିଭିନ୍ନ ମହୋତ୍ସବରେ ଯେପରି ତାହାର ପୁନରାବୃତ୍ତି ଘଟେ ସେଥିପ୍ରତି…

ବାତ୍ୟା ତିତଲି ପାଇଁ ସମସ୍ତଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ

ଯାଜପୁର(ଜୟଶଙ୍କର ଦାଶ): ସମ୍ଭାବ୍ୟ ବାତ୍ୟା  ତିତଲି ପାଇଁ ସମସ୍ତ ସରକାରୀ କର୍ମଚାରୀ ମାନଙ୍କର ଛୁଟି ବାତିଲ୍ କରାଯିବା ସହ ଆଗାମୀ ୨ ଦିନ ପାଇଁ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ ରଖିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ନିଦେ୍ର୍ଧଶ ଦେଇଛନ୍ତି । ଅପରପକ୍ଷରେ ମହାବିଦ୍ୟାଳୟ ମାନଙ୍କରେ ହେବାକୁ…

ରାଫେଲ ବିମାନ ଦୁର୍ନୀତି ଅଭିଯୋଗରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପଦ୍ମପୁର ରେ ବିରୋଧ ପ୍ରଦର୍ଶନ 

ପଦ୍ମପୁର/ନୀଳ ଦୀପ -ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ଭାରତୀୟ ଜାତୀୟ କଂଗ୍ରେସ ତଥା ଯୁବ କଂଗ୍ରେସ ତରଫରୁ ରାଫେଲ ଯୁଦ୍ଧ ବିମାନ କିଣିବା ରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଏକ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଥିଲା।ପୂର୍ବତନ ବିଧାୟକ ତଥା ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ…

ତାଳୁକା ଆଇନ ସେବା କମିଟି ତରଫରୁ ବରିଷ୍ଠ ନାଗରିକ ଦିବସ ପାଳିତ 

ପଦ୍ମପୁର/ନୀଳ ଦୀପ -ପଦ୍ମପୁର ତାଳୁକା ଆଇନ ସେବା କମିଟି ଆନୁକୂଲ୍ୟରେ ବରିଷ୍ଠ ନାଗରିକ ଦିବସ ସ୍ଥାନୀୟ ସିଭିଲ କୋର୍ଟ ପରିସର ମଧ୍ୟରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ତାଳୁକା ଆଇନ ସେବା କମିଟିର ଅଧ୍ୟକ୍ଷ ତଥା  ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ଶରତ କୁମାର ଦେହୁରୀ…

ହେଇ ଦେଖନି ……ଏଇ ଖାକି ବାବୁ ବି ନାଂଚୁଆ !

ଭିଜିଲାନ୍ସ ଯନ୍ତାରେ ପୁଣି ଏକ ଲାଞ୍ଚୁଆ ପୁଲିସ କର୍ମଚାରୀ ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶାର ସ୍ୱଚ୍ଛ ନିର୍ମଳ ମୁଖ୍ୟମନ୍ତ୍ରୀ ତଥା ଶ୍ରେଷ୍ଠ ପ୍ରଶାସକ ଭାବେ ପୁରସ୍କାର ପ୍ରାପ୍ତ ତଥା ଓଡ଼ିଶାର ସ୍ୱଚ୍ଛ ନିର୍ମଳ ମୁଖ୍ୟମନ୍ତ୍ରୀ  ନବୀନଙ୍କ ହାତରେ ରହିଥିବା ଗୃହ ବିଭାଗରେ କାର୍ଯ୍ୟରତ…

ପଇକମାଲରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

ପାଇକମାଲ/ଗୌରାଙ୍ଗ ଚରଣ ଦାଶ :- ରାଜ୍ୟ ସରକାର ଙ୍କର ନିଜସ୍ୱ କାର୍ଯ୍ୟକ୍ରମ ଆମ ଗାଁ ଆମ ବିକାଶ ଆଜି ପାଇକମାଲ ଠାରେ ଅନୁଷ୍ଠିତ ହେଇଯାଇଛି । ରାଜ୍ୟ ର ବିକାଶ ଧାରା କୁ କ୍ଷିପ୍ର ଗତିରେ ଆଗେଇ ନେବାପାଇଁ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତକ୍ଷ ତତ୍ୱାବଧାନରେ ଆରମ୍ଭ ହେଇଥିବା ଏହି…

ବରଗଡ ଜିଲ୍ଲା ବାଉଲସିଂହା ଠାରେ  ବିପିସିଏଲ ଟୁ ଜି  ଇଥାନଲ ଜୈବ ବିଶୋଧନାଗାରର ଭିତ୍ତିପ୍ରସ୍ତର ସ୍ଥାପନ ସମ୍ପନ୍ନ

ବରଗଡରେ ହେବ ଦେଶର ପ୍ରଥମ ଇଥାନଲ ଜୈବ ବିଶୋଧନାଗାର  ବରଗଡ଼/ଗୌରାଙ୍ଗ ଚରଣ ଦାଶ :   ବରଗଡ ଜିଲ୍ଲାର ଭଟଲି ବ୍ଲକ ଅନ୍ତର୍ଗତ ବଉଲସିଂହା ଗ୍ରାମରେ ହେବାକୁ ଯାଉଛି ଦେଶର ପ୍ରଥମ ଇଥେନଲ ଜୈବ ବିଶୋଧନାଗାର । ଆଜି ବରଗଡ ଜର୍ଜ ହାଇ ସ୍କୁଲ ପଡ଼ିଆରେ  ରାଜ୍ୟପାଳ ପ୍ରଫେସର ଗଣେସି ଲାଲ 1000 କୋଟି…