ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

ପଦ୍ମପୁର/ନୀଳ ଦୀପ  ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ଏବଂ କନିଷ୍ଠ ଉଭୟ ବର୍ଗରୁ ୧୩ଜଣ ଲେଖାଏଁ ଶିକ୍ଷାର୍ଥିନୀ ଭାଗ ନେଇଥିଲେ…

କିସ୍‍ ଛାତ୍ରୀ ଓଡ଼ିଶା କ୍ରିକେଟ ଦଳର ଅଧିନାୟିକା

ଭୁବନେଶ୍ୱର : କିସ୍‍ ଛାତ୍ରୀ ଇନ୍ଦ୍ରାଣୀ ଛତ୍ରିଆ ଓଡ଼ିଶା ୧୯ ବର୍ଷରୁ କମ୍‍ ମହିଳା କ୍ରିକେଟ ଦଳର ଅଧିନାୟିକା ଭାବେ ମନୋନୀତ ହୋଇଛନ୍ତି । ସେହିପରି କିସ୍‍ର ଅନ୍ୟଜଣେ ଛାତ୍ରୀ ସୋନାଲି ହେମ୍ବ୍ରମ୍‍ ମଧ୍ୟ ଓଡ଼ିଶା ମହିଳା କ୍ରିକେଟ ଦଳରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି । ପ୍ରଥମ ଥର…

ରସିକିଆ ଯୋଗାଣ ସହାୟକ : ବିଵାହ ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କୁ ଅନ୍ତଃସତ୍ଵା କରି ଫୁର୍ର

କନ୍ଧମାଳ/ ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଲୁହୁରିଙ୍ଗିଆ ଗ୍ରାମ ପଂଚାୟତ ଯୋଗାଣ ସହାୟକ ସେହି ଗ୍ରାମର ଜଣେ ବିଧବା ମହିଳାଙ୍କୁ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖି ଥିବାର ଜି.ଉଦୟଗିରି ତାଙ୍କ ଅଭିଯୋଗ ହୋଇଛି | ପୀଡିତା ମହିଳାଙ୍କ ଝିଅ ମଧ୍ୟ ଅଛି .ଅଭିଯୋଗ ଅନୁସାରେ…

ତିତଲୀ ଯାତନାରେ କନ୍ଧମାଳବାସୀ

କନ୍ଧମାଳ/ ଗଗନ କୁମାର ପ୍ରଧାନ : କନ୍ଧମାଳଜିଲ୍ଲା ରେ ତିତଲୀ ତାଣ୍ଡବ | ଛୁଇଁ ଦେଇ ଚାଲିଗଲା ସିନା, ଗଲାପରେ ପରେ ଯେଉଁ ଯାତନା ଦେଇଗଲା ସେଥିରେ ହନ୍ତସନ୍ତ ହେଉଛନ୍ତି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ ରୋତିଙ୍ଗିଆ ରୁ ଜିଉଦୟଗିରି ଯାତାୟାତ ସେବା ବିଛିନ୍ନ | ଝିମାଇଂଗିଆ ଘାଇରେ…

 ବାଇକ୍ -ଟେମ୍ପୋ ଧକ୍କାରେ 3ଜଣ ଗୁରୁତର

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ: ରେଢ଼ାଖୋଲ ଥାନାର ବେଲଡ଼ିହି-କଦଳୀଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଚାରବାଟୀ ଗ୍ରାମ ନିକଟରେ ଶୁକ୍ରବାର ସଂନ୍ଧ୍ୟା ରେ ଏକ ବାଇକ ସହିତ ଗୋଟିଏ ଟାଟା ଟେମ୍ପୋର ମୁହାଁ ମୁହିଁ ଧକ୍କା ହୋଇଛି l ଫଳରେ ବାଇକ ରେ ଥିବା 3ଜଣ ଯୁବକ ଆହତ ହୋଇଛନ୍ତି l ସେମାନେ ହେଲେ…

ଆରଏସପି କର୍ମଚାରୀଙ୍କ ସୁକନ୍ୟା ଅଷ୍ଟ୍ରେଲିଆ ‘ଏ’ ବିରୁଦ୍ଧରେ ଏକଦିବସୀୟ ସିରିଜ ଖେଳିବା ନିମନ୍ତେ ଭାରତ ‘ଏ’ ଦଳରେ…

Rourkela/Sushanta Behera : ରାଉରକେଲା ଇସ୍ପାତ କାରଖାନାର ଓର ବେଡିଙ୍ଗ ଓ ବ୍ଲେଣ୍ଡିଂ ପ୍ଳାଣ୍ଟ ବିଭାଗର କର୍ମଚାରୀ, ଶ୍ରୀ ଜିନ୍ଦା ଏକ୍କା ଏବଂ ଶ୍ରୀମତୀ ଅନିତା ଏକ୍କାଙ୍କ ସୁକନ୍ୟା, ରିମା ଲକ୍ଷ୍ମୀ ଏକ୍କା ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଅଷ୍ଟ୍ରେଲିଆ ଏ…

ରାଉରକେଲା ଇସ୍ପାତ କାରଖାନାରେ ମହିଳା କର୍ମଚାରୀଙ୍କ ନିମନ୍ତେ କାରଖାନା ସ୍ତରୀୟ ସମୃଦ୍ଧି କୁଇଜ

Rourkela/ Sushanta behera :   ମହିଳା କର୍ମଚାରୀମାନଙ୍କ ନିମନ୍ତେ ପ୍ଳାଣ୍ଟ ସ୍ତରୀୟ ଚୁଡାନ୍ତ ପର୍ଯ୍ୟାୟ ସମୃଦ୍ଧି କୁଇଜ ଏଚଆରଡ଼ି ସେଣ୍ଟରଠାରେ ଅକ୍ଟୋବର ୬ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜିଏମ ଷ୍ଟିଲ, ଶ୍ରୀ ଡ଼ି କେ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଜେତା ଓ…