ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର:  ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଏକ ଅଦଳବଦଳ କରିଥିବା ଜଣାପଡ଼ିଛି । କୃଷି ନିର୍ଦ୍ଦେଶକ  ଥିବା ୨୦୦୮ ବ୍ୟାଚ୍ ଆଇଏଏସ୍ ଅଫିସର ଏମ.ମୁଥୁକୁମାରଙ୍କୁ ଓଡ଼ିଶା କୃଷି ଶିଳ୍ପ ନିଗମ ପରିଚାଳନା ନିର୍ଦ୍ଦେଶକ  ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ନିର୍ଦ୍ଦେଶକ  (ସ୍ୱତନ୍ତ୍ର…

ରେଢ଼ାଖୋଲରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଦୁଇ ମାସରେ ମହନଦୀରୁ ଜଳଯୋଗାଣ 

ରେଢ଼ାଖୋଲ ରୁ ରିପୋର୍ଟ ଯଶୋବନ୍ତ ସାହୁ : ସମ୍ବଲପୁର ଜଲ୍ଲା ନୋଡ଼ାଲ ଅଫିସର ତଥା ଜଙ୍ଗଲ ଓ ପରିବେଶ ବିଭାଗର ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରେଢ଼ାଖୋଲ ଗସ୍ତ ରେ ବିଭନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି l ବ୍ଲକ ସଭାଗୃହ ରେ ଜଲ୍ଲା ପରିଷଦ ସଭ୍ୟ,ସରପଞ୍ଚ ଓ ସମିତି ସଭ୍ୟଙ୍କ ସହିତ…

ମୁ ଅବୋଧ. ..ନିର୍ବୋଧ….ମତେ କ୍ଷମା କରିଦିଅନ୍ତୁ, ଆଉ ଏଇ ଭୁଲ କେବେ କରିବିନି

ବନ୍ଧାହୋଇ ଗଲେ ଝାରପଡା, କାଟିବେ ସେଠି ୧୪ ଦିନ   ଭୁବନେଶ୍ୱର : ମୁଁ ବୋକା....ନିର୍ବୋଧ....ଅଜ୍ଞାନତା ବଶତଃ ଭୁଲ କରି ଦେଇଛି | ମୋତେ କ୍ଷମା କରିଦିଅନ୍ତୁ | ଆଉ ଏଭଳି ଭୁଲ ଜୀବନରେ କରିବି ନାହିଁ | ଏପରି କହିବା ସହ ହାତ ଯୋଡି ବିଧାନସଭା କମିଟି ଆଗରେ ନିଜ ଭୁଲକୁ ସ୍ଵୀକାର କରୁଥିବା ବାଟୁଳି…

ଯୁବତୀ ଙ୍କୁ ଦୁଷ୍କର୍ମ ମାମଲା, ଫେରାର ଅଭିଯୁକ୍ତ ଗିରଫ

ରେଢ଼ାଖୋଲ ରୁ ରିପୋର୍ଟ ଯଶୋବନ୍ତ ସାହୁ :  ଜଣେ ଆଦିବାସୀ ଯୁବତୀ ଙ୍କୁ ଦୁଷ୍କର୍ମ କରି ଫେରାର ଥିବା ଅଭିଯୁକ୍ତ ରେଢ଼ାଖୋଲ ର ଥାନା ର ବଡ଼ବାହାଳ ପଞ୍ଚାୟତ ର ଝରାମୁଣ୍ଡା ର ସରୋଜ ପ୍ରଧାନ (28) କୁ ପୁଲିସ ଗିରଫ କରିଛି l ଆଜି ରେଢ଼ାଖୋଲ ଥାନା କେସ୍ ନଂ214/17  ରେ ତାକୁ କୋର୍ଟଚାଲାଣ କରାଯାଇଛି…

ଯାତ୍ରୀଙ୍କ ଲଗେଜ ସୁରକ୍ଷିତ ରଖିବାଉ ଯାଇ ଜୀବନ ଗଲା :  ବଜ୍ରାଘାତରେ ହେଲ୍ପର ମୄତ ।

ବରଗଡ଼-ବରଗଡ଼ ରୁ ବଲାଙ୍ଗୀର ଯାଉଥିବା କୁମୁଦିନି ବସ ଜିରା ନଦୀ ବ୍ରିଜ ପାଖରେ ବର୍ଷା ହେବାରୁ  ଲଗେଜ  ବର୍ଷାରେ ଭିଜି ଯିବ ଭାବି ବସ ର ହେଲ୍ପର ତାଳପତ୍ରି ବସ ଉପରେ ବାନ୍ଧୁଥିବା ବେଳେ  ବ୍ରଜଘାତ(ଚଡକ) ମାରିବାରୁ  ଘଟଣା ସ୍ଥଳରେ ମୄତ୍ୟୁ ବରଣ କରିଛନ୍ତି  । ମୁତ୍ୟୁ ବରଣ କରିଥିବା ହେଲ୍ପରଙ୍କ…

ଜେଲ ଗଲେ 6 ଡକାୟତ : 8 ମୋବାଇଲ ,ଲାପଟପ ,ଓ ଲୂଟ ଟଙ୍କା ଜବତ

ବରଗଡ/ ଗୌରାଙ୍ଗ ଦାଶ :- ବରଗଡ ଜିଲ୍ଲାର ପାଇକମାଲ ଥାନାରେ ଗତ 21 ତାରିଖ ସନ୍ଧ୍ୟା ସମୟରେ ମାଣ୍ଡୋସିଲ ହିରୋ ସୋ ରୁମର ମାଲିକ ରାଜେଶ କୁମାର ଅଗ୍ରୱାଲଙ୍କ ପୁଅ ଆୟୁଷ ଅଗ୍ରୱାଲ ଆସି ଅଭିଯୋଗ କଲେ ଯେ ଯେ ,ସେ ମାଣ୍ଡୋସିଲ ରୁ ପାଇକମାଲ ଫେରୁଥିବା ସମୟରେ ଗୋଟେ ଧଳା ରଙ୍ଗର କାରରେ ଥିବା 6 ଜଣ ଲୋକ…

ତିର୍ତ୍ତୋଲ ବିଡିଓଙ୍କୁ ଅଭିଯୋଗ ପରେ ମଧ୍ୟ ଗ୍ରାମରେ ରାସ୍ତା ହେଉନି,ଖୋଦ୍ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ନିଜ ପଞ୍ଚାୟତ

ତିର୍ତ୍ତୋଲ/Ramesh Mohanty :ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଗରାମ ପଞ୍ଚାୟତ ଗରାମ (ଗଚ୍ଛାୟତସାହି)ଗ୍ରାମ୍ୟ ରାସ୍ତା ଅତ୍ୟନ୍ତ ଶୋଚନୀୟ ଯୋଗୁଁ ସୋମବାର ଉତ୍ୟକ୍ତ ଗ୍ରାମବାସୀ ପୁନର୍ବାର ବିଡିଓଙ୍କୁ ଅଭିଯୋଗ କରିଛନ୍ତି।ଅଭିଯୋଗନୁଯାୟୀ,ଗରାମ ଗଚ୍ଛାୟତସାହି ଗ୍ରାମର ଏହି ରାସ୍ତାଟି ଯାତାୟତ…

ଦନ୍ତା ଦଳିଦେଲା, ସମିତି ସଭ୍ୟଙ୍କ ଦୁଃଖଦ ଦେହାନ୍ତ 

ଝାରବନ୍ଧ-ପାଇକମାଳ ଅଂଚଳରେ ଶୋକର ଛାୟା  ବରଗଡରୁ  ଗୌରାଙ୍ଗ ଦାଶ  :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ , କନ୍ଦା ଡଙ୍ଗର ଗ୍ରାମପଞ୍ଚାୟତ ର ବଣ୍ଡାମୁଣ୍ଡା ଗ୍ରାମରେ ମଧ୍ୟ ରାତ୍ରି ପ୍ରାୟ 1: 30ରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଉକ୍ତ ଗ୍ରାମର ଧୋବା ନାୟକ (60)ନିଜ ଘର ପାଖରେ ଥିବା ଖଳା ରେ…