ନର୍ସଙ୍କ ସାମୂହିକ କାର୍ଯ୍ୟବନ୍ଦରେ ରୋଗୀସେବା ଠପ୍
. ଅସହାୟ ଡାକ୍ତରଖାନା କର୍ତ୍ତୃପକ୍ଷ-ପ୍ରଶାସନିକ ମୁଖ୍ୟ
.ଅର୍ଥ ଆଦାୟକୁ ବୈଧ ସହ ପ୍ରତି ବିଭାଗରେ ରେଟ୍ ଚାର୍ଟ ଲଗାଇବାକୁ ପ୍ରସ୍ତାବ
ବାଲେଶ୍ୱର(ଉଜ୍ଜ୍ୱଳ କର ): ବେଆଇନ୍ ଅର୍ଥ ଆଦାୟକୁ ନେଇ ନିକଟ ଅତୀତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ପରିବାର ଓ ନର୍ସଙ୍କ ମଧ୍ୟରେ ହୋଇଥିବା…