ପୀଠା ଯୋଜନା ଆରମ୍ଭ : ଯୋଜନା ସଂପର୍କରେ ସମସ୍ତେ ଜାଣିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ ।
ଯାଜପୁର/ jAYASHANKAR DASH
ଯାଜପୁର ଜିଲ୍ଲାର ୩୧୧ ଗୋଟି ପଞ୍ଚାୟତ ମଧ୍ୟରୁ ୫୬ ଟି ପଞ୍ଚାୟତରେ ରାଜ୍ୟ ସରକାରଙ୍କର ପୀଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଚ୍ଥି । ଏହି ପଞ୍ଚାୟତ ମାନଙ୍କରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା, ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ସହାୟତା, ମଧୁବାବୁ…