ଶ୍ରୀରଘୁନାଥ ଜିଉଙ୍କ ବୁଦ୍ଧ ପୁର୍ଣ୍ଣିମା ପାଳିତ
ଓଡଗାଁ : ଚନ୍ଦନ ତଥା ବୁଦ୍ଧ ପୁର୍ଣ୍ଣିମାରେ ଚନ୍ଦନ ମଣ୍ଡପରେ ଯାତ୍ରାଙ୍ଗୀ ପୂଜା ସହ ବନ୍ଦାପନା ହେଲେ ଶ୍ରୀରଘୁନାଥ । ବୈଷାଖ ବ୍ରତଧାରୀମାନେ ଚନ୍ଦନ ମଣ୍ଡପରେ ପ୍ରଭୁଙ୍କୁ ଦର୍ଶନ କରି ବ୍ରତ ସମାପନ କରିଥରଲେ । ଆଜିର ଏଇ ସ୍ୱତନ୍ତ୍ର ଦିବସରେ ଶ୍ରୀଜିଉ ମାନଙ୍କର ସ୍ୱତନ୍ତ୍ର ନିତୀ ପାଳନ…