ଓଡ଼ିଆ କଥା-ସାହିତ୍ୟକୁ ଭଦ୍ରକର ଦାନ ଅତୁଳନୀୟ
୫ମ ସାଳନ୍ଦୀ ବହିମେଳାର ଷଷ୍ଠ ସୃଜନ ସନ୍ଧ୍ୟା
ଭଦ୍ରକ, (ସତ୍ୟ ଭୂଷଣ ସ୍ୱାମୀ ) - ଓଡ଼ିଆ କଥା-ସାହିତ୍ୟର ରସସିକ୍ତ ପଲ୍ଲବିତ ପରମ୍ପରାରେ ଭଦ୍ରକ ମାଟିର କଥାଶିଳ୍ପୀଙ୍କ ଯୋଗଦାନ ପ୍ରଣିଧାନଯୋଗ୍ୟ । ଚିନ୍ତାମଣି, ଲକ୍ଷ୍ମୀକାନ୍ତ, ଭାଗିରଥି ମହାପାତ୍ର, ଉଦୟନାଥ ମହାନ୍ତି, ବୈଷ୍ଣବ ଚରଣ ଦାସ…