ଜିଲ୍ଲାପାଳ ଠିଆ ହୋଇ ସ୍ମାରକପତ୍ର ନେଇଯାଇଥିଲେ କଣ ବସୁଧା ଓଲଟି ପଡିଥାନ୍ତା !!!
ଜିଲ୍ଲାପାଳଙ୍କ ସୌଜନ୍ୟତାକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ବିଭିନ୍ନ ମହଲରେ ଉଦବେଗ
ଭୁବନେଶ୍ୱର/ଶାସକ ପ୍ରଶାସକ- ସୁନ୍ଦରଗଡ଼ ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ସୌଜନ୍ୟତାକୁ ନେଇ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି। ଗତକାଲି ତଳସରାର ନବ…