ବରଗଡ ଜିଲ୍ଲାରେ ଧାନ କିଣା ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଲେ ବିଧାୟକ ଦେବେଶ ଆଚାର୍ଯ୍ୟ
ବରଗଡ଼ - ବିଧାନସଭାରେ ଧାନ କିଣା ପ୍ରସଙ୍ଗ ଉଠିଛି । ଧାନ କିଣାରେ ହେଉଥିବା ଅବ୍ୟବସ୍ଥା ସଂମ୍ପର୍କରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗାଣ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଶ୍ରୀ ଆଚାର୍ଯ୍ୟ କହିଲେ ଯେ ୨୦୦୨ ମସିହାରେ ରାଜ୍ୟରେ ଧାନର ଅଭାବି ବିକ୍ରୀ ସମସ୍ୟା ଦେଖାଦେବା ପରେ ରାଜ୍ୟ…