ତାଲପାଲିଠାରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି  

ଗାଇସିଲେଟ/କେଦାର ନାଥ ସାହୁ : ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଠାରେ ପୁଲୱାମା ଆତଙ୍କୀ ହମଲା ରେ ସହିଦ ଭାରତୀୟ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶାନ୍ତି ପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚୈତନ୍ଯ ସାହୁ,କୃଷ୍ଣ ଚନ୍ଦ୍ର ସାହୁ,ନୀଳମଣି…

ମାର୍ଚ୍ଚ ମାସ ୧ ତାରିଖରୁ ଯାତାୟାତ କରିବ ବିମାନ 

Alliance Air କମ୍ପାନୀର ଚାରି ଜଣିଆ ପ୍ରତିନିଧି ଦଳ କଲେ ପର୍ଯ୍ୟବେକ୍ଷଣ  ଝାରସୁଗୁଡା (ବିକ୍ରମ କେଶରୀ ମହାପାତ୍ର) : ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଗତ ସେପ୍ଟେମ୍ବର ମାସରେ ଉଦଘାଟିତ ହୋଇଥିବା ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ କିଛି ଦିନ ବିମାନ ଚଳାଚଳ ପରେ ବନ୍ଦ ହୋଇଥିବା…

ଅତ୍ୟନ୍ତ ଦୁଃଖଦ : ଜଳିଗଲେ ମା ଓ ଦୁଇ ଶିଶୁ 

ଘୁ ଉଦୟଗିରି /ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ ଘୁ ଉଦୟଗିରି ବ୍ଲକର ରତିଙ୍ଗିଆ ଗ୍ରାମ ପଂଚାୟତରେ ମଗରଗୁଡ଼ା ଗ୍ରାମରେ  ଏକ ଦୁଃଖଦ ଘଟଣା ଘଟିଛି | ଦୁଇ ଝିଅଙ୍କ ସହ ଜଣେ ମହିଳା ପୋଡି ହୋଇ ମରି ଯାଇଥିବାର ଅଭିଯୋଗ ହୋଇଛି | ମୃତକମାନଙ୍କ ନାମ ହେଲା ବିମଲ ପ୍ରଧାନଙ୍କ ପତ୍ନୀ…

୧୦ଦିନରେ ୧୦ ହଜାର ୟୁନିଟ୍‍ ରକ୍ତ ସଂଗ୍ରହ କରିବା ଲକ୍ଷ୍ୟରେ ଯୁବ ବିଜେଡିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ବିଜୁ ଜନତା ଦଳ ନିଜର ସାମାଜିକ ଉତ୍ତରଦାୟିତ୍ୱ ରୂପେ ଆରମ୍ଭ କରିଥିବା ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ବିଜୁବାବୁଙ୍କ ୯୯ତମ ଜନ୍ମ ଜୟନ୍ତୀରୁ ଶୁଭାରମ୍ଭ ହୋଇ ଏହା ଏକ ସାମାଜିକ ଆନ୍ଦୋଳନରେ…

 ଉପାନ୍ତ ଅଞ୍ଚଳରେ ନୃତ୍ୟକଳା-ସଞ୍ଜିତାଙ୍କ ପ୍ରୋତ୍ସାହନ ପାଇଁ ଅଭିନବ ଉଦ୍ୟମ

 ପାରଳାରେ ଅନ୍ତର୍ଜାତୀୟ  ନୃତ୍ୟ-ସଙ୍ଗୀତ ମହୋତ୍ସବ - ୨୦୧୯ ଗୋଟିଏ ମଞ୍ଚରେ କଳା ପରିବେଷଣ କଲେ  ସ୍ଥାନୀୟ, ଦେଶୀ ଓ ବିଦେଶୀ କଳାକାର   ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ- ଭାରତ ସରକାରଙ୍କ ପ୍ରଯୋଜିତ ଜାତୀୟ ଉପସ୍ଥିତି ଯୋଜନାରେ , ଭୁବନେଶ୍ୱର…

ଠିକପାଲିରେ ସାମାଜିକ ସମୀକ୍ଷା ଓ ଗ୍ରାମସଭା 

କୋମନା/ଭାଗିରଥି ଭୋଇ: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଠିକପାଲି ଗ୍ରାମ ପଂଚାୟତରେ ସାମାଜିକ ସମୀକ୍ଷା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ କୁ ନେଇ ଏକ ଗ୍ରାମ ସଭା ଗ୍ରାମ ହୋଇଛି । ଗ୍ରାମ  ପଂଚାୟତ ଓ ସ୍ପେ୍ରଡ୍ ଅନୁଷ୍ଠାନ ଦ୍ୱାରା ଆୟୋଜିତ ସଭା ରେ ସରପଂଚ ଶ୍ରୀ ଗୋପିନାଥ ଶବର ସଭାପତିତ୍ୱ…

ଏମାନଙ୍କ ପାଇଁ କଣ କିଛି ଯୋଜନା ନାହିଁ

ଗୁହାରୀ ଶୁଣୁ ନାହାନ୍ତି କେହି ,ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନିରାଶ ହେଲେ ଅକ୍ଷୟ କୋମନା (ଭାଗିରଥି ଭୋଇ): ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଅସହାୟ ଲୋକଙ୍କ ପାଇଁ ବିଭିନ୍ନ ସରକାରୀ ଯୋଜନା କରି ଲୋକଙ୍କୁ ସହାୟତା କରୁଥିବା କହୁଥିବା ବେଲେ ବାସ୍ତବରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଲୁଛି…

ବଦଳିଲେ ମୀନା,ରଶ୍ମୀତା ପଣ୍ଡା ସୁନ୍ଦରଗଡ ନୂଆ ଜିଲ୍ଲାପାଳ

ସୁନ୍ଦରଗଡ/ ହୋରଚାନ୍ଦ ଦେଉରିଆ : ଶେଷରେ ବଦଳିଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ସୁରେନ୍ଦ୍ର ମୀନା । ତାଙ୍କୁ ରାଜ୍ୟ ସରକାର ସୁନ୍ଦରଗଡରୁ ବଦଳି କରିଛନ୍ତି ରାଜ୍ୟ ଉଠା ଜଳସେଚନ ନିଗମ ଏମଡ଼ି ଭାବେ । ତାଙ୍କ ସ୍ଥାନରେ ରାଉରକେଲା ଉନ୍ନୟନ କାର୍ତ୍ତୃପକ୍ଷର ଉପାଧ୍ୟକ୍ଷ , ରାଉରକେଲା ମହନଗରନିଗମ…

ପୁଲୱାମା ଆତଙ୍କବାଦୀଙ୍କ ନାରକୀୟ କାଣ୍ଡର ପ୍ରତିବାଦ : ସୁନ୍ଦରଗଡ ବଣିକ ସଂଘ ପକ୍ଷରୁ 12 ଘଣ୍ଟିଆ ବନ୍ଦ ସଫଳ

ସୁନ୍ଦରଗଡ଼ ( ହୋରାଚାନ୍ଦ ଦେଉରିଆ): ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବନ୍ଦ ରହିଥିଲା ଆଜି  ବ୍ୟବସାୟୀକ ପ୍ରତିଷ୍ଠାନ ।  ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା ବଣିକ ସଂଘ ଏବଂ ସକାଳ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ…

ପୁଣି ସୋହେଲା ଚର୍ଚ୍ଚାରେ,୨୧ରେ କାଳିଆ ମହା ସମାବେଶ : ଉଦଘାଟିତ ହେବ ୨ହଜାର କୋଟିରୁ ଉର୍ଧ୍ଵ  ଟଙ୍କାର ପ୍ରକଳ୍ପ

ସୋହେଲା(ଶାସକପ୍ରଶାସକ)-ଆସନ୍ତା ୨୧ ତାରିଖ ଦିନ ସୋହେଲା ନିକଟସ୍ଥ ଇଚ୍ଛାପାଲି ଗ୍ରାମଠାରେ କାଳିଆ ଚାଷୀ ମହାସମାବେଶ ଅନୁଷ୍ଠିତ  ହେବ । ଏଥିପାଇଁ ଶହେ ଏକର ଜମି ଉପରେ ବ୍ୟାରିକେଟିଂ,ଜମି ସମତଳ କରିବା ଆଦି କାର୍ଯ୍ୟ ଜୋରସୋରରେ ଚାଲିଛି । ଏଥିରେ ପଶ୍ଚିମ ଓଡିଶାର ୬ଟି ଜିଲ୍ଲାର ଚାଷୀ,ମହିଳା ଓ…