15 ଦିନ ହେଲା ଟ୍ରାନ୍ସଫରମର ଅଚଳ:ରୋଗୀ ହନ୍ତସନ୍ତ.
ନୂତନ ଟ୍ରାନ୍ସଫରମର ଯୋଗାଇଦେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ
ବରଗଡ :ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଡଭା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଟ୍ରାନ୍ସଫରମର ଦୀର୍ଘ 15 ଦିନ ହେଲା ଅଚଳ ହୋଇପଡ଼ିଛି ଯାହାଦ୍ୱାରା ରୋଗୀମାନେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି.…