ବିଜେପୁର ଉପନିର୍ବାଚନ: ପ୍ରଚାରରେ ଆଗୁଆ ବିଜେଡି

ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ଧାର୍ଯ୍ୟ ତାରିଖ ଯେତେ ପାଖେଇ ଆସୁଛି ରାଜନୈତିକ ଦଳ ମାନଙ୍କର ପ୍ରଚାର ସେତେ ମାତ୍ରାରେ ତୀବ୍ର ହେବାରେ ଲାଗିଛି । ଏହି ଉପନିର୍ବାଚନ ଜିତିବା ପାଇଁ ସବୁ ଦଳ ତରଫରୁ ଜୋରଦାର ପ୍ରୟାସ କରାଯାଉଛି । ହେଲେ ବର୍ତ୍ତମାନ ଚାଲିଥିବା ପ୍ରଚାର କାର୍ଯ୍ୟକ୍ରମ ରେ…

ଖାଆସେ ପାଣ୍ଡିଆନ ସାହିବ ଆସିବେ ବୋଲି : ଦି ଦିନ ତଳେ ଦୁର୍ଗନ୍ଧରେ ନାକ ଫାଟୁଥିଲା, ଏବେ ଫିନଫିନ ଆଉ ପଡିଛି ଫିନାଇଲି  

ବାରିପଦା(Dillip Mohanty )- କେମିତି ଚାଲିଛି ମୁଖ୍ୟମନ୍ତ୍ରୀ ନବୀନଙ୍କ ମୋ ସରକାର କାର୍ଯ୍ୟକ୍ରମ । ସ୍ଥିତି ପରଖିବା ନିମନ୍ତେ ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀ ନବୀନଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଅକ୍ଟୋବର ୯ରୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ…

୧୦୪୨ କେଜି ଗଂଜେଇ ନେଇ ଆସୁଥିବା ହାଇବାକୁ ଧଇଲା ବଲାଙ୍ଗୀର ପୋଲିସ

  ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର ) : ବଲାଙ୍ଗୀରର ସହର ଉପକଣ୍ଠରେ ଏକ ଗଞ୍ଜେଇ ବୋଝେଇ ହାଇଓ୍ବାକୁ ଶୁକ୍ରବାର ବିଳମ୍ବିତ ରାତିରେ ଜବତ କରିଛି ଟାଉନ ଥାନା ପୋଲିସ। ଏଥିସହ ଡ୍ରାଇଭରକୁ ମଧ୍ୟ ଅଟକ ରଖାଯାଇଛି।  ସୂଚନାଯୋଗ୍ୟ, ହାଇୱା ଗାଡ଼ିଟି ନଂ OR 05 AB 6704 ଦେଓଗାଁ ରୁ ବଲାଙ୍ଗୀର ସହର…

ଭାରତୀୟ ଯୁବ ପୁରସ୍କାରରେ ସମ୍ମାନିତ ହେଲେ ବାରିପଦାର ସୁବ୍ରତ ।

ବାରିପଦା,( ଦିଲ୍ଲୀପ ମହାନ୍ତି): ଉତ୍ତର ପ୍ରଦେଶର ଆଗ୍ରା ଠାରେ ଯୁବ ଖେଳକୁଦ ମହାସଂଘ ପକ୍ଷରୁ ଆୟୋଜିତ ସର୍ବଭାରତୀୟ  ଯୁବ ପୁରସ୍କାର ସମ୍ମାନ କାର୍ଯ୍ୟକ୍ରମରେ ଓଡ଼ିଶାର ଏକ ମାତ୍ର ଯୁବକ ଭାବେ ଚଳିତ ବର୍ଷ ର ଭାରତୀୟ ଯୁବ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ମୟୁରଭଞ୍ଜ ଜିଲ୍ଲାର  ସୁବ୍ରତ।…

କଣ ଠେସା ହେଲାପରେ ବିଜେପି ଛାଡିଲେ ଅଶୋକ

ବରଗଡ :- ବିଜେପୁର ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଧାୟକ ଶ୍ରୀ ଅଶୋକ ପାଣିଗ୍ରାହୀ ଆଜି ଭାରତୀୟ ଜନତା ପାର୍ଟି ର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବିଜେପୁର ଉପନିର୍ବାଚନ ଘୋଷଣା ହେବା ପରଠାରୁ ଅଶୋକ ଅସନ୍ତୁଷ୍ଟ ଥିଲେ । ବିଜେପୁର ରେ ଦଳ ତାଙ୍କୁ ପ୍ରାର୍ଥୀ ନକରି ସନତ ଙ୍କୁ…

ବଡ଼ବିଲରେ ଦେଶୀ ମଦ ଜବତ : ଜଣେ ମହିଳାଙ୍କ ସହ ୫ ଜଣ ଗିରଫ

ବଡ଼ବିଲ (ଶାସକ ପ୍ରଶାସକ): ବଡ଼ବିଲରେ ଅବୈଧ  ଦେଶୀ ମଦ କାରବାର ଚାଲୁ ରହିଥିଲା ବେଳେ ଆଜି ପୋଲିସ ୫ଜଣଙ୍କୁ ଗିରଫ କରି କୋର୍ଟକୁ ଫରୱାର୍ଡ କରିଛି। ଗିରଫ ୫ଜଣଙ୍କ ମଧ୍ୟରୁ ଜଣେ ମହିଳା ଥିବା ଜଣାପଡିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗୌର ଗ୍ୟାରେଜ ଅଞ୍ଚଳର ମହେଶ କାରୁଆ, ସାଧୁ ସିଂ…

ସତରେ ଅଶୋକ ଅଲୋଡ଼ା , କାଲି ଜଣା ପଡିଗଲା !!

ବରଗଡ :-  ଗତକାଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ଶ୍ରୀ ସନତ ଗଡ଼ତିଆ ଙ୍କର ପାଇଁ ପ୍ରଚାର କରିବାକୁ ଗାଇସିଲେଟ ବ୍ଲକ ଆସିଥିଲେ । ଆୟୋଜିତ ଜନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବୁରୋଧରେ ବହେ ବର୍ଷିଲେ ।…

ସୁନାଦେଇଙ୍କ ଛତରଯାତ୍ରା, ଚଳଚଞ୍ଚଳ ସୁନାବେଡା ଅଭୟାରଣ୍ୟ

କୋମନା (ଭାଗିରଥି ଭୋଇ)- ନୂଆପଡା ଜିଲା ସୁନାବେଡା ଅଭୟାରଣ୍ୟସ୍ଥିତ ସୁନାଦେଇଙ୍କ ଛତରଯାତ୍ରା ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ । ଏଥି ପାଇଁ ଚଳଚଞ୍ଚଳ ସୁନାବେଡା ଅଭୟାରଣ୍ୟ । ଆଦିମକାଳରୁ ହେଇଅାସୁଥିବା ଏହି ଛତରଯାତ୍ରା ଅଭୟାରଣ୍ୟର ୮୪ ଗ୍ରାମର ବନବାସୀଙ୍କୁ ଏକତା ଡୋରୀରେ ବାନ୍ଧି…

ଲୋକସଭା ବାଚସ୍ପତିଙ୍କ ଦ୍ୱାରା ଗଠିତ କମିଟିରେ ବାଚସ୍ପତି ଡ. ପାତ୍ର 

ଭୁବନେଶ୍ୱର:ଲୋକସଭାବାଚସ୍ପତି ତଥା ଅଖିଳ  ଭାରତ ବାଚସ୍ପତିମାନଙ୍କ ସମ୍ମିଳନୀର  ଅଧ୍ୟକ୍ଷ ଶ୍ରୀ ଓମ ବିର୍ଲା ଦେଶର ୭ଟି  ବିଧାନସଭାର ବାଚସ୍ପତିମାନଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତିା ଏହି କମିଟି ବିଧାନସଭାଗୁଡ଼ିକର କାର୍ଯ୍ୟ  ପରିଚାଳନାରେ ବ୍ୟବହାର ହେଉଥିବା  କମ୍ପ୍ୟୁଟର  ଓ ସୂଚନା…