ଓମାନର ସୋହାର ଆଲୁମିନିୟମ୍ କମ୍ପାନୀରେ ଦୀପାବଳୀ
ବନ୍ଧୁ ମିଳନ ସହ ମନୋରଂଜନ କାର୍ଯ୍ୟକ୍ରମରେ ଝୁମିଲେ ପ୍ରବାସୀ ଓଡିଆ
ଓମାନ(ଶାସକ ପ୍ରଶାସକ)ଚଳିତ ନଭେମ୍ବର ମାସ 8 ତାରିଖ, ଶୁକ୍ରବାର ଦିନ ଓମାନ୍ ର ସୋହାର ଆଲୁମିନିୟମ୍ କମ୍ପାନୀ ରେ ଅନୁଷ୍ଠିତ ହୋଇଯାଇଛି ଦିପାବଳୀ ମହୋତ୍ସବ। ଏହି ପରିପ୍ରେକ୍ଷୀରେ କମ୍ପାନୀ ରେ କାର୍ଯ୍ୟରତ ଅନେକ ଓଡ଼ିଆ…