ଲକ୍ ଡ଼ାଉନର ପ୍ରଭାବ : ଛାତ୍ରଛାତ୍ରୀମାନଙ୍କ ପାଠ ପଢ଼ା ଠପ୍ ,ବହି ଦୋକାନ ଖୋଲିବାକୁ ଦାବି
ବାରିପଦା(ଦିଲ୍ଲୀପ ମହାନ୍ତି)- କୋଭିଡ଼-୧୯ର ମୁକାବିଲା ନିମନ୍ତେ ମାର୍ଚ୍ଚ ୨୪ରୁ ଲକ୍ ଡ଼ାଉନ ଘୋଷଣା ହେବା ପରେ ପରେ ମୟୂରଭଞ୍ଜ ଜିଲ୍ଲାର ଇଂଲିଶ ଓ ଓଡ଼ିଆ ମିଡ଼ିୟମର ସମସ୍ତ ୨୦୦୦ରୁ ଅଧିକ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ୨୦୦ରୁ ଅଧିକ ମହାବିଦ୍ୟାଳୟ ସହ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ…