କରୋନା ଲଢେଇ : ହରଗୌରି ୱେଲଫେୟାର ସୋସାଇଟି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଷ୍ଟେଟ ବ୍ୟାଙ୍କ ସମ୍ପୂଖରେ ବଡଖମାର ହରଗୌରି ୱଲପେୟାର ସୋସାଇଟି ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ମହାମାରୀ କରୋନା ଭୂତାଣୁ ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ…