ମୋ ସରକାରରେ ଲୋକ ଆଗ, ସେମାନଙ୍କ ସେବା ଆମ କର୍ତ୍ତବ୍ୟ : ପ୍ରତାପ

“ ମୋ ସରକାର” କାର୍ଯ୍ୟକାରୀ ନିମନ୍ତେ ତାଲିମ୍‍ ଶିବିର  "ସରକାରୀ ଦପ୍ତରମାନଙ୍କରେ ସର୍ବସାଧାରଣଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ଆମ ସରକାରଙ୍କ ଲକ୍ଷ୍ୟ" ଭୁବନେଶ୍ୱର,(ଶାସକ ପ୍ରଶାସକ):ସରକାରୀ ଦପ୍ତରମାନଙ୍କରେ ସର୍ବସାଧାରଣଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ଆମ ସରକାରଙ୍କ ଲକ୍ଷ୍ୟ ।…

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ବରୁଣେଇ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଠାରେ ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ…

 ସଭାସ୍ଥଳ ପରିଦର୍ଶନ କରିବା ସହ ସୁରକ୍ଷା ବ୍ୟବସ୍ଥା ବୁଝିଲେ  ପାଇକ ବିଦ୍ରୋହ ସ୍ମାରକୀ ଆଗାମୀ ଶତାବ୍ଦୀର ଓଡିଆ ଜାତିର ବଳିଦାନର କୀର୍ତ୍ତିଗାଥାର ପ୍ରତୀକ ହେବ  ଭାରତ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି  ସ୍ମାରକୀ ନିର୍ମାଣ…

ସଂଗଠିତ ଏବଂ ଅଣସଂଗଠିତ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ହିଁ ସରକାରଙ୍କ ପ୍ରାଥମିକତା : ମନ୍ତ୍ରୀ ସୁଶାନ୍ତ ସିଂହ

ଭୁବନେଶ୍ୱର,(ଶାସକ ପ୍ରଶାସକ) ପେନ୍ସନ୍ ସପ୍ତାହ ଉପଲକ୍ଷେ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ୨ଟି ପେନ୍ସନ୍ ଯୋଜନା ଯଥା-"ପ୍ରଧାନମନ୍ତ୍ରୀ ଶ୍ରମଯୋଗୀମାନଧନ ଯୋଜନା' ଓ "ଜାତୀୟ ପେନ୍ସନ୍ ଯୋଜନା'ର ଏକ ରାଜ୍ୟସ୍ତରୀୟ ସଚେତନତା…

ମହିଳା ହିଂସା ବିରୋଧି ସଚେତନତାର ଜିଲ୍ଲାସ୍ତରୀୟ ସମାବେଶ । 

ହରଭଙ୍ଗା/ପ୍ରତାପ ମେହେର: ଲୋକ କଳା ବିକାଶ କେନ୍ଦ୍ର , ସରସରା , ଟିଏଚ୍ପି ଇଣ୍ଡିଆ ଓ ଅଲିଭା ମହାସଂଘ ତରଫରୁ ମହିଳା ହିଂସା ବିରୋଧି ସଚେତନତାର  ଜିଲ୍ଲା ସ୍ତରୀୟ ସମାବେଶ ଏଲକେବିକେ ଠାରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର , ଜିଲ୍ଲା…

ବୌଦ୍ଧିକତାର ମୂଲ୍ୟାୟନ ପାଇଁ ପୁସ୍ତକ ମେଳା ଏକ ମାପକାଠି 

ଷଷ୍ଠ ବୋଡାସମ୍ବର ପୁସ୍ତକ ମେଳା ଉଦଯାପିତ: ପଦ୍ମପୁର(ଶାସକ ପ୍ରଶାସକ) -  ଗତ ନଭେମ୍ବର ୩୦ ରୁ ପଦ୍ମପୁର ରିକ୍ରିଏସନ ସେଣ୍ଟର ଠାରେ  ଚାଲିଥିବା ଷଷ୍ଠ ବୋଡାସମ୍ବର ପୁସ୍ତକ ମେଳା ଶୁକ୍ରବାର ଉଦଯାପିତ ହୋଇଯାଇଛି । ଅନ୍ତିମ ଦିବସ ର ସନ୍ଧ୍ୟାରେ ଶିକ୍ଷକ ଏକାଦଶ ତରଫରୁ କୁଇଜ୍ ପ୍ରତିଯୋଗିତା…

 ବିଜେପି ବିଧାୟକ ସେନେଗାରଙ୍କ କାମନା ଓ ପ୍ରତିପତ୍ତି ନିଆଁରେ ଜଳିଗଲେ ଉନାଓ ପିଡିତା

ଲୋକଙ୍କ ପ୍ରଶ୍ନ :  ସେନେଗାର ଓ ଅନ୍ୟ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର କରିବ କି ପୋଲିସ !!! ଭୁବନେଶ୍ୱର:- କିଛିଦିନ ତଳେ ଉତ୍ତର ପ୍ରଦେଶ ର ଉନାଓ ସହରରେ ଘଟିଥିବା ଘଟଣା କୁ ନେଇ ସଡକ ରୁ ସାଂସଦ ଯାଏ ଖୁବ ଚର୍ଚ୍ଚା ଚାଲିଥିଲା । ପିଡିତା ଙ୍କୁ ଜାମିନ ରେ ଆସିଥିବା ଅପରାଧି ମାନେ ପ୍ରମାଣ ନଷ୍ଟ…

ଆମ ସଳିତାକୁ ଫେରାଇ ଆଣ, ଆମକୁ ନଜଣାଇ ତାକୁ ସେମାନେ ବିକି ଦେଇଛନ୍ତି !!!

 ସୁଭଦ୍ରା ମହତାବ ସେବା ସଦନରୁ ଛାତ୍ରୀଙ୍କୁ କଲିକତାରେ ପୋଷ୍ୟ ସନ୍ତାନ ଭାବେ ଦେବା କେଳେଙ୍କାରୀ       ରାଜ୍ୟ ମହିଳା ଏବଂ ରାଜ୍ୟ ମାନାବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ପରିବାର  ଘୁ. ଉଦୟଗିରି /ଗଗନ ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ଏକ ସେବା ସଦନରୁ…

୫୭ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହର ଉପକଣ୍ଠ ବେତାଗୁଡା଼ ସ୍ଥିତ ଜିଲ୍ଲା ସଂରକ୍ଷୀତ ସଶସ୍ତ୍ର ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଥିବା ରିଜର୍ଭ ପୋଲିସ୍ ପଡିଆ ଠାରେ  ଜିଲ୍ଲାସ୍ତରୀୟ ୫୭ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ-୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…