ଟିକେ ବୁଝିବେ କି ମୋ “ସରକାର” : ବିଧବା ମା ସହ ପରଘରେ ଆଶ୍ରୟ ନେଉଛନ୍ତି ବଢ଼ିଲା ଦିବ୍ୟାଙ୍ଗ ଝିଅ…
ଜିଲ୍ଲାପାଳଙ୍କ ଆଦେଶକୁ ବି "ସି.." କରୁନାହାନ୍ତି ଉଲୁଣ୍ଡା ବିଡିଓ
ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ଗ୍ରାମରେ ପକ୍କାଘର ଖଣ୍ଡେ ନ ପାଇବାରୁ ଜଣେ ଦିବ୍ୟାଙ୍ଗ ପର ଘରେ ଆଶ୍ରୟ ନେଇଛନ୍ତି । ଉକ୍ତ ଗ୍ରାମର ବାପ ଛେଉଣ୍ଡ ସୁନିତା…