ଏ.ଆର.ଏସ.ଏସ କଂମ୍ପାନିର ୩ ଗୋଡି ଭର୍ତ୍ତି ଡମ୍ଫର ଜବତତ୍ତ
ନୂଆପଡ଼ା(ଅମିତ ପୁରୋହିତ) :ସଦର ବ୍ଲକ ଅନ୍ତର୍ଗତ ସାଲିହା ଗ୍ରାମରେ ଚେକିଙ୍ଗ ସମୟରେ ଏ.ଆର.ଏସ.ଏସ କଂମ୍ପାନିର ୩ଟି ଗୋଡି ଭର୍ତ୍ତି ଡମ୍ଫରକୁ ଜବତ କରାଯାଇଛି । ସୂଚନା ଅନୁସାରେ ବେଆଇନ ଗୋଡି ବାଲି ଚାଲାଣ ହେଉଥିବାର ଖବର ପାଇ ଅତିରିକ୍ତ ତହସିଲଦାର କିର୍ତ୍ତି ଚନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ…