ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଥିଲେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ପ୍ରମୁଖ ବିନ୍ଧାଣୀ 

 ଭୁବନେଶ୍ୱର(ଶାସକ ପ୍ରଶାସକ): ଓଡିଆ ଜାତୀୟତାର,ଓଡିଆ ସ୍ୱାଭିମାନର ଏବଂ ଓଡିଆ ଭାଷା ଆନ୍ଦୋଳନ ର ଉତୁଙ୍ଗ ବ୍ୟକ୍ତିତ୍ୱ ଥିଲେ ବାଙ୍କୀର ବୈଦେଶ୍ଵର  ନିକଟସ୍ଥ ବ୍ରଜବିହାରପୁରରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ନୀଳମଣି ବିଦ୍ୟାରତ୍ନ । ସମ୍ବଲପୁର ହିତୈସିଣୀ  ପତ୍ରିକାରେ ତତ୍କାଳୀନ…

ବାହାଡ଼ାଝୋଲା ବାଳିକା ହାଇସ୍କୁଲର କ୍ରୀଡା ଓ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ଥାନା ନୁଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶୁକ୍ର ଓ ଶନିବାର ଦୁଇ ଦିନ ବ୍ୟାପୀ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ  ହୋଇଯାଇଛି । ମୋ ସ୍କୁଲ ସଭାନେତ୍ରୀ ପୁଷ୍ପଲତା ସାହୁଙ୍କ ଅଧ୍ୟକ୍ଷତାରେ …

 ବିଶ୍ୱ ଶକ୍ତି ସଂରକ୍ଷଣ ଦିବସରେ ସଚେତନତା ଶୋଭାଯାତ୍ରା

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଆଜି ବିଶ୍ୱ ଶକ୍ତ ସଂରକ୍ଷଣ ଦିବସରେ ରଘୁନାଥ ବିଦ୍ୟାପିଠ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆଖୁପଦର ଓଡ଼ଗାଁର ଛାତ୍ର/ଛାତ୍ରୀ ମାନଙ୍କ ଦ୍ୱାରା ମିଳିତ ଭାବେ ଶକ୍ତି ସଂରକ୍ଷଣ ସମ୍ପର୍କିତ ଏକ ସଚେତନତା ଶୋଭାଯାତ୍ରା ଓଡ଼ଗାଁ ଏନଏସି ପରିକ୍ରମା କରିଥିଲା । ପ୍ଳାକାର୍ଡ…

ଜାଡରେ ଥୁରୁ ଥୁରୁ ଘୁ.ଉଦୟଗିରି:ସହର ମଧ୍ୟରେ ନାହିଁ ଶୀତକାଳୀନ ରାତ୍ରି ଆଶ୍ରୟସ୍ଥଳୀ

ଘୁ.ଉଦୟଗିରି(ଗଗନ ପ୍ରଧାନ) : କନ୍ଧମାଳ ଜ଼ିଲ୍ଲାର ଘୁ.ଉଦୟଗିରି ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ I ଘୁ.ଉଦୟଗିରିର ପାଣିପାଗ ମଧ୍ୟ ବେଶ ମନୋରମ I ଯାହାପାଇଁ ବ୍ରିଟିଶ ମିଶନାରି ଘୁ.ଉଦୟଗିରିର ଗୁଡ୍ରିପଡି ଠାରେ ବସତି ସ୍ଥାପନ କରି ଥିଲେ I ଘୁ. ଉଦୟଗିରିର ପରିବେଶ ଏବଂ ପାଣିପାଗ ବେଶ ମନରମ…

ସ୍ଵେଚ୍ଛାସେବୀ ସଂଗଠନ “ସହଯୋଗ ” ପକ୍ଷରୁ ଶୀତବସ୍ତ୍ର ବଣ୍ଟନ ।

ବୀରମହାରାଜପୁର -( ବିନୋଦ ପାଣ୍ଡେ ) :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ସ୍ଵେଚ୍ଛାସେବୀ ସଂଗଠନ "ସହଯୋଗ " ପକ୍ଷରୁ ସମସ୍ତ ରୋଗୀ ମାନଙ୍କୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ  ଶୀତ ବସ୍ତ୍ର ବଣ୍ଟନ କରାଯାଇଛି । "ସହଯୋଗ " ସଂଗଠନ ର ସମସ୍ତ  ସଭ୍ୟମାନେ ଡାକ୍ତର…

ବନ୍ଧା ହେଲେ ଭାଉଜ : ଯାହାଙ୍କ ଫୋନ ନିମନ୍ତ୍ରଣ ରୁକ୍ମିଣୀଙ୍କୁ ଠେଲି ଦେଇଥିଲା ଆତ୍ମହତ୍ୟାର ବାଟକୁ 

 ଆରମ୍ଭ ହୋଇଥିଲା ଯେଉଁଠି, ପୋଲିସ ପହଁଚିଲା ସେଇଠି   ଶେଷରେ ପୁଲିସ ପଞ୍ଝାକୁ ଆସିଲେ ଖାଳନାୟିକା ଭାଉଜ ଓ ତାଙ୍କ ଭଉଣୀ  ମୃତ୍ୟୁ ପାଇଁ ବାଧ୍ୟ କରିଥିବା ଥାନା ବାବୁଙ୍କ ବିରୋଧରେ ମୋ ସରକାରଙ୍କ କାର୍ଯାନୁଷ୍ଠାନ କେବେ   ବାରିପଦା(ଦିଲ୍ଲୀପ ମହାନ୍ତି )-  "ହାଲୋ....ଆମ ଘରକୁ କାଳୀପୂଜା…

ଏକ ତରଫା ପ୍ରେମ :ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଯୁବକ ଥାନାରେ ଅଟକ

ବାରିପଦା( Dillip Mohanty)- ବାରିପଦା ଟାଉନ ଥାନା ଅନ୍ତର୍ଗତ ପୋଡାଅସ୍ତିଆର ପ୍ରେମ କୁମାର ମହାନ୍ତ(୨୮) । ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ଏକ ଛାତ୍ରୀଙ୍କୁ ଏକ ତରଫା ପ୍ରେମ କରିବା ସଙ୍ଗେ ସଙ୍ଗେ ଯୁବତୀଙ୍କ ସାମାଜିକ ଗଣମାଧ୍ୟମ(ଫେଶବୁକ) ଆକାଉଣ୍ଟରେ ଅଶାଳୀନ ଶବ୍ଦ ପ୍ରୟୋଗ କରୁଥିଲେ । ଏହି…

୩୭ତମ ବାର୍ଷିକ କୋଟି ସମାରୋହ ଉଦଯାପିତ 

ପଦ୍ମପୁର : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ୩୭ତମ ବାର୍ଷିକ କ୍ରିଡା ସମାରୋହ ଶନିବାର ଅନ୍ତିମ ଦିବସ ପ୍ରାତଃ  ପର୍ଯ୍ୟନ୍ତରେ ସମାଜ ସେବୀ ନିରୋଜ ଦୋରା ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ  ପଦ୍ମପୁର ଉପ ଜିଲ୍ଲାପାଳ…

ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣା :ଦୋଷୀକୁ ଗିରଫ ଦାବିରେ ରାସ୍ତା ଅବରୋଧ I

 ଘୁ.ଉଦୟଗିରି/ ଗଗନ ପ୍ରଧାନ : ସୂଚନା ଅଧିକାରୀ କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଦୋଷୀକୁ ଗିରଫ ଦାବିରେ ରାସ୍ତା ଅବରୋଧ I ବାଲିଗୁଡା ଥାନା ବାଟାଗୁଡା ନିକଟରେ ଟାୟାର ଜଳାଇ ଗ୍ରାମବାସିଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି I ଯାହା ଫଳରେ NH 59 ବ୍ରହ୍ମପୁର-…

 ଭୁତ କୋଠି ପାଲଟିଛି  ଶୀତକାଳୀନ ଆଶ୍ରୟ ସ୍ଥଳୀ??? 

ଘୁ. ଉଦୟଗିରି(ଗଗନ ପ୍ରଧାନ):କନ୍ଧମାଳ ଜ଼ିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଶ୍ରୀରାମ ପଦା ସ୍ଥିତ ନୂତନ ବସଷ୍ଟାଣ୍ଡର ଅବସ୍ଥା ଦିନକୁ ଦିନ ଅତ୍ୟନ୍ତ ଦୟନୀୟ ଅବସ୍ଥାକୁ ଗତି କରୁଥିବାର ଦେଖା ଦେଇଛି I ବସ ଷ୍ଟାଣ୍ଡ ତିଆରି ହେବା ଠାରୁ ଅଜି ପର୍ଯ୍ୟନ୍ତ ଏକ କୋଟିରୁ ଅଧିକ ଟଙ୍କା…