ସିଟିଜେନ ଆମେଣ୍ଡମେଣ୍ଟ ବିଲ୍ କୁ ସମର୍ଥନ ଜଣାଇ ରାଲି : ବଲାଙ୍ଗୀର ବଜରଙ୍ଗ ଦଲ

ବଲାଙ୍ଗୀର : (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ସିଟିଜେନ ଆମେଣ୍ଡମେଣ୍ଟ ବିଲ୍ (CAB) କୁ ସମର୍ଥନ ଜଣାଇ ବଲାଙ୍ଗୀର ବଜରଙ୍ଗ ଦଳ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଥିଲା। ଡିସେମ୍ବର ୧୧ରେ ଏହି ବିଲ ଉଭୟ ଗୃହ ରେ ପାସ ହୋଇଥିଲା। ସିଟିଜେନ ଆମେଣ୍ଡମେଣ୍ଟ ବିଲ୍ ଅନୂଯାୟୀ…

ମୃୁଷୁଣ୍ଡୀରେ “ପ୍ରଚେଷ୍ଟା “ତାଲିମ ଶିବିର ଓ ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ମୃୁଷୁଣ୍ଡୀ ପଞ୍ଚାୟତ ପରିସରରେ ଆଜି ଏକ "ପ୍ରଚେଷ୍ଟା " ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରୁ ଆସିଥିବା ଆଶାକର୍ମୀ,  ସ୍ବୟଂସହାୟକ ଗୋଷ୍ଠୀର ସଭ୍ୟ ଓ ସଭ୍ୟା ମାନଙ୍କୁ…

ତାଲପାଲି ନୋଡାଲ ଉଚ୍ଚ ବିଦ୍ୟାଳୟର ୪୮ତମ ବାର୍ଷିକ କ୍ରୀଡା ସମାରୋହ ଉଦଯାପିତ 

ଗାଇସିଲେଟ/କେଦାର ନାଥ ସାହୁ :ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ନୋଡାଲ ଉଚ୍ଚ ବିଦ୍ୟାଳୟ, ତାଲପାଲିର ୪୮ତମ ବାର୍ଷିକ କ୍ରୀଡା ସମାରୋହ ଉଦଯାପିତ ହୋଇଯାଇଛି।ସ୍ଥାନୀୟ ଶିବମନ୍ଦିରରୁ ମଶାଲ ଛାତ୍ରଛାତ୍ରୀ ମାନଙ୍କଦ୍ବାରା ଶୋଭାଯାତ୍ରାରେ ବିଦ୍ୟାଳୟ ଖେଳପଡିଆକୁ ଅଣାଯିବା ପରେ…

ବିଭିନ୍ନ ଯୋଜନାର ସୁଫଳ ଯେପରି ଚାଷୀଙ୍କ ପାଖରେ ପହଂଚିବ ତାହାକୁ ନିଶ୍ଚିତ କରିବାକୁ ପଡ଼ିବ : ଅରୁଣ 

୫"ଟି' ଓ "ମୋ ସରକାର' ସଂପର୍କିତ ଦକ୍ଷତା ବିକାଶ କର୍ମଶାଳା  "କୃଷକଙ୍କ ବିକାଶରେ ରାଜ୍ୟର ଅର୍ଥନୀତି ଓ ସାମାଜିକ ବିକାଶ ଜଡ଼ିତ | ଚାଷୀମାନଙ୍କର ପରିଶ୍ରମର ଫଳ ଆମେ ଭୋଗ କରୁଥିବା ପରିପ୍ରେକ୍ଷୀରେ ସେମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ସହିତ ଚାଷର ଉନ୍ନତି ନିମନ୍ତେ ଅଧିକାରୀମାନେ ନିଷ୍ଠାପର…

୨୬ତମ ସହୀଦ ରତିକାନ୍ତ-କୁଲଦୀପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ମଧୁବନ ମିନି ଷ୍ଟାଡ଼ିୟମରେ ଆଜି ୨୬ତମ ସହୀଦ ରତିକାନ୍ତ-କୁଲଦୀପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଥିଲା । ଏହି ରିପ୍ରେକ୍ଷୀରେ ଆୟୋଜିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ସହୀଦ…

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମାଛ ଚାଷ ସମ୍ପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର 

ଏକ୍ସପୋଜର ଭିଜିଟରେ ଗଲେ କିଡିଗାଁ ଗ୍ରାମର ମାଛ ଚାଷ ହୋଇଥିବା ପୋଖରୀକୁ  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ମିଶନ ଶକ୍ତି ଅଧିନସ୍ତ-ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ଗ୍ରାମ ପଞ୍ଚାୟତ ପୋଖରୀରେ ମାଛଚାଷ ସମ୍ପର୍କିତ ବ୍ଲକ ସ୍ତରୀୟ  ଦୁଇଦିନିଆ ପ୍ରଶିକ୍ଷଣ…

ମୋବାଇଲ ଦୋକାନ ରୁ  ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

 ପାଞ୍ଚ ଅଭିଯୁକ୍ତ ଗିରଫ,  22 ମୋବାଇଲ ଓ ଯାଇଲୋ ଗାଡି ସହ ଅନ୍ୟ ଚୋରି ସାମଗ୍ରୀ ଜବତ  ବରଗଡ :- ଗତ ବାର ତାରିଖରେ ପାଇକମାଲ ମୁଖ୍ୟ ଛକ ନିକଟରେ ଥିବା ଏକ ମୋବାଇଲ ଦୋକାନର  ଶଟର ଭାଙ୍ଗି ଚୋରମାନେ ଦୋକାନରୁ ମୋବାଇଲ ଓ ଅନ୍ୟାନ୍ୟ ଜିନିଷ ଚୋରି ଘଟଣାର ଆଜି ପୋଲିସ ପର୍ଦ୍ଦାଫାଶ କରିଛି ।    …

 ୬ଷ୍ଠ ସୁଧିର  ସ୍ମାରକ କ୍ରିକେଟ ଟୁର୍ଣ୍ଣାମେଣ୍ଟ :ବୀରମହାରାଜାପୁରକୁ ହରାଇ ସମ୍ବଲପୁର ଚାମ୍ପିୟନ ।

ବୀରମହାରାଜପୁର - (ବିନୋଦ  ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର କମିରା ପଞ୍ଚାୟତ ଖେଳପଡିଆରେ ଚାଲିଥିବା   ୬ଷ୍ଠ ସୁଧିର ସ୍ମାରକୀ  କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ନାମେଣ୍ଟର ଫାଇନାଲ୍ ମ୍ୟାଚରେ ବୀରମହାରାଜାପୁର ବାଘାସକୁ ହରାଇ ଏମଏସସିସି…

ଭିଜିଲାନ୍ସ ଖାପଚରେ ଆଇଟିଡିଏ ସହକାରୀ ଯନ୍ତ୍ରୀ 

ଦୁର୍ନୀତିର ଗନ୍ତାଘର ପାଲଟିଛି ଆଇଟିଡିଏ : ଆଦିବାସୀଙ୍କ ଅର୍ଥ ହେଉଛି ମହା ଲୂଟ  ବାରିପଦା (ଦିଲ୍ଲୀପ ମହାନ୍ତି)ମୟୂରଭଞ୍ଜ ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନଙ୍କ ମଧ୍ୟରୁ ପ୍ରତ୍ୟେକ ବର୍ଷ ଏକାଧିକ ଅସାଧୁ ଦୁର୍ନୀତି ଖୋର କର୍ମଚାରୀ ଭିଜିଲାନ୍ସ…