ଦୀର୍ଘଦିନର ଅନୁପସ୍ଥିତି ପରେ ଆବିର୍ଭାବ ହେଲେ ଚର୍ଚ୍ଚିତ କିମ
ଗୁରୁତର ଥିବା ବା ନିଧନ ହୋଇଥିବା ନେଇ ହେଉଥିଲା କଳ୍ପନା ଜଳ୍ପନା
ପ୍ୟୋଙ୍ଗୟାଙ୍ଗ(ବ୍ୟୁରୋ) : ଉତ୍ତର କୋରିଆର ଚର୍ଚିତ ତଥା ବିବାଦୀୟ ନେତା କିମ ଜଂଗ ଉନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ନାନା କଳ୍ପନା ଜଳ୍ପନା କାରି ରହିଥିବା ବେଳେ ଏପରିକି କିମ ମରିଯାଇଥାଇ ପାରନ୍ତି ବୋଲି ଆଶଙ୍କା ସୃଷ୍ଟି…