ମଉକା ଦେଖି ଚଉକାଟେ ନ ମାରି କେମନ୍ତେ ଛାଡ଼ନ୍ତେ ବା ଧର୍ମେନ୍ଦ୍ର : ଖେଳିଲେ କାଉଣ୍ଟର ଓବିସି ଓ ଏସଇବିସି କାର୍ଡ,…

ଓବିସି ଓ ଏସଇବିସି ବର୍ଗଙ୍କ ପାଇଁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରତିଶତର ସ୍ଥାନ ସଂରକ୍ଷଣ ପାଇଁ ତ୍ୱରିତ ପଦକ୍ଷେପ ନିଅନ୍ତୁ ରାଜ୍ୟ ସରକାର - ଧର୍ମେନ୍ଦ୍ର ପ୍ରଧାନ  ଜନଗଣନାରେ ଜାତି ଗଣନା କଥା ରାଜ୍ୟ ସରକାରଙ୍କର ଓବିସି ଓ ଏସଇବିସି ବର୍ଗଙ୍କୁ ଉପଯୁକ୍ତ ସଂରକ୍ଷଣ ଅଧିକାର ନଦେବା…

୩୧ତମ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା ସପ୍ତାହ : ଜନସାଧାରଣଙ୍କୁ ସଚେତନତା ଉଦ୍ଦେଶ୍ୟରେ ବାଇକ୍ ଶୋଭାଯାତ୍ରା 

http://www.youtube.com/watch?v=9hqPoEgrU-8  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନା ପରିସରରୁ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ୩୧ ତମ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଜନସାଧାରଣଙ୍କୁ ସଚେତନତା…

ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମକର ଭେଟି, ଦାଦନ ରୋକିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ

ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଦୁର୍ଦ୍ଦଶାର ଅବସାନ ତଥା ଆର୍ଥିକ ମାନଦଣ୍ଡର ସୁଦୃଢ଼ୀକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି କେତେକ ଗୁରୁତ୍ୱପୂର୍ଣ ଘୋଷଣା । ସେମାନଙ୍କୁ ଦେଇଛନ୍ତି ମକର ଭେଟି । ଓଡ଼ିଶାର 4ଗୋଟି ଜିଲ୍ଲା ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ାର 20ଟି ବ୍ଲକ…

ଆଗାମୀ ଦିନରେ ଭାରତ–ଋଷ ସମ୍ପର୍କ ନୂଆ ଉଚ୍ଚତା ଛୁଇଁବ – ଧର୍ମେନ୍ଦ୍ର ପ୍ରଧାନ

ୠଷ ଗଣମାଧ୍ୟମ ପ୍ରତିନିଧି ମଣ୍ଡଳି ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ • ୨୦୧୯ରେ ଭାରତ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ସବୁଠୁ ଭଲ ରହିଛି • ଦୁଇ ଦେଶ ମଧ୍ୟରେ ଋଣନୈତିକ ସହଯୋଗ ସୁଦୃଢ • ଭାରତୀୟ ଇସ୍ପାତ୍ କ୍ଷେତ୍ରକୁ ମଜବୁତ୍ କରିବାରେ ଋଷର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା • ଦୁଇ ଦେଶ…

 ବିଦ୍ୟାଳୟରେ ତାଲା ପକାଇଲେ ଶରଧାପୁର ଗ୍ରାମବାସୀ : କଥା ଯାଇ ଥାନାରେ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଶରଧାପୁର ବିଦ୍ୟାଳୟରେ ଥିବା ଏକ ବିପଦଶଙ୍କୁଳ ପରିତ୍ୟକ୍ତ ଘରକୁ ଭାଙ୍ଗି ସେଥିରୁ ବାହାରିଥିବା ପୁରୁଣା ଲୁହାରଡ଼ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଉପକରଣ ବିକ୍ରୀ ଅଭିଯୋଗରେ ଗ୍ରାମବାସୀ ମାନେ ଆଜି ବିଦ୍ୟାଳୟରେ ତାଲା ପକାଇଥିଲେ । ଛାତ୍ର/ଛାତ୍ରୀମାନଙ୍କୁ ଘରକୁ ଫେରାଇ…

ଦୁଇ ବର୍ଷ ପରେ ଯୋଗ ଦେଲେ ନୂଆ ଏସ୍ ଡିଏମ୍ଓ

ପଦ୍ମପୁର- ଦିର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା କୁ ଡାକ୍ତର ସୁଶିଲ କୁମାର ପରିଡା ନୂତନ ଏସ୍.ଡି.ଏମ୍.ଓ ଭାବେ ଡଃ ଗୀତାପିୟୁଷ ମିଶ୍ର ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି l ଡଃ ପରିଡା ଙ୍କ ଆଗମନ କୁ ସ୍ଥାନୀୟ କର୍ମଚାରୀ ବଂଧୁଗଣ ପୁଷ୍ପଗୁଛ୍ଚ…

ଲଖମରା ଜଗନ୍ନାଥ ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ

ପଦ୍ମପୁର,(ଶାସକ ପ୍ରଶାସକ):ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଲଖମରା ଜଗନ୍ନାଥ ହାଇସ୍କୁଲ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନାତନ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଖେଳ ଶିକ୍ଷୟତ୍ରୀ ରଶ୍ମିତା ଡନସନା ବାର୍ଷିକ ବିବରଣୀ ପାଠ କରିଥିଲେ।…

ସିଏଏ ବିଶ୍ବର ସବୁଠାରୁ ବଡ଼ ମାନବାଧିକାର ଆଇନ କହିଲେ ଅତ୍ୟୁକ୍ତି ହେବନି : ଗୋଲକ

ମୋଦି ସରକାରଙ୍କ ସାହସିକ ପଦକ୍ଷେପ ପ୍ରତି କଂଗ୍ରେସ ଅସହିଷ୍ଣୁ ହୋଇପଡିଛି   ନାଗରିକ ସଂଶୋଧନ ଆଇନକୁ ନେଇ ଅପପ୍ରଚାର ଚଳାଇଛନ୍ତି ବିରୋଧୀ  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଭାଜପାର ଜିଲ୍ଲା କାର୍ଯ୍ୟାଳୟ ଠାରେ ସୋମବାର ଦିନ କେନ୍ଦ୍ର…