ବିଜେପି ନଗର କମିଟି ସଂପ୍ରସାରିତ
ଟିଟିଲାଗଡ ( ଗୌରବ ଦରଜୀ): ଟିଟିଲାଗଡ଼ ବିଜେପି ନଗର କମିଟି କୁ ସଂପ୍ରସାରଣ କରାଯାଇ ପୂର୍ଣ୍ଣାଙ୍ଗ କରାଯାଇଥିବା ନେଇ ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ସର୍ବ ସମ୍ମତି କ୍ରମେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ନଗରପାଳ ଶ୍ରୀ ଶୁଭ୍ରଂଶୁ ଦାଶଙ୍କୁ ମୂଖ୍ୟ ଉପଦେଷ୍ଟା ଭାବରେ…