୬୦ ସାପ ଛୁଆ ଓ ୪୦ ଅଣ୍ଡା ଉଦ୍ଧାର
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଉଠାଣିନୁଆଗାଁ ଗ୍ରାମରେ କିଛି ଛୋଟ ପିଲା ଖେଳୁଥିବା ବେଳେ ଗୋବର ଗଦା ଭିତରେ ଅଣ୍ଡାଗୁଡ଼ିକ ଦେଖିବାକୁ ପାଇଥିଲେ । ଏହି ସମସ୍ତ ଅଣ୍ଡା ସାପ ଦେଇଥିବାର ସନ୍ଦେହ କରି ସାପ ଧରାଳି କୃଷ୍ଣ ଗୋଚ୍ଛାୟତକୁ ଖବର ଦେଇଥିଲେ…