ବନ୍ଦ ଘରରୁ ବୃଦ୍ଧଙ୍କର ମୃତଦେହ ଉଦ୍ଧାର , ମୃତ୍ୟୁର କାରଣ ଅସ୍ପଷ୍ଟ

ବରଗଡ :-  ଗତ କାଲି ସନ୍ଧ୍ୟା ସମୟରେ ପାଇକମାଲ ବ୍ଲକ ମିଠାପଲି ଗ୍ରାମର ସୁଲୋଚନା ସାହୁ ପାଇକମାଲ ଥାନାକୁ ଆସି ଖବର ଦେଇଥିଲେ ଯେ ତାଙ୍କର ସାବତ ମାଆ ଲକ୍ଷ୍ମୀ ସାହୁ ତାଙ୍କ ଲଉଡମାଲ ସ୍ଥିତ ଘରରେ ମୃତ ଅବସ୍ଥାରେ ପଡିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଲଉଡମାଲ ଗ୍ରାମରେ ଏକାକୀ ରହୁଥିବା ଲକ୍ଷ୍ମୀ…

ଅଗଷ୍ଟ ୩ ରୁ ଆରମ୍ଭ ହେବ ଅନଲାଇନ ସାଟ ଆଡ଼ମିସନ ପରୀକ୍ଷା

ଭୁବନେଶ୍ୱର:  ସୋମବାର ଠାରୁ ଆରମ୍ଭ ହେବ ଶିକ୍ଷା ଓ ଅନୁସନ୍ଧାନ ଆଡ଼ମିସନ ଟେଷ୍ଟ (ସାଟ-୨୦୨୦) | ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ଟୁ ବି ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏହି ଅନଲାଇନ ପରୀକ୍ଷା ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଭିନ୍ନ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ପାଠ୍ୟକ୍ରମରେ…

ବିପୁଳ ମାତ୍ରାରେ କଫ ସିରଫ , ଟାଵଲେଟ ଓ ଇଂଜେକସନ ଜବତ :ଦୁଇ ଅଭିଯୁକ୍ତ ଗିରଫ

ବରଗଡ :- ଯୁବ ସମାଜକୁ ନିଶା ଶକ୍ତ କରାଇ  ପଥ ଭ୍ରଷ୍ଟ କରିବା ପାଇଁ କିଛି ଖଲ ପ୍ରକୃତିର ବ୍ୟବସାୟୀ ମାନେ ଅନେକ ପ୍ରତିବନ୍ଧିତ ଔଷଧ କୁ ନିଶା ଦ୍ରବ୍ୟ ଭାବରେ ବିକ୍ରି କରୁଛନ୍ତି । ଏହି ଦ୍ରବ୍ୟ ମାନଙ୍କର ମଧ୍ୟରେ କଫ ସିରଫ , ନାଇଟ୍ରସାନ ଟାଵଲେଟ ଓ ପେଣ୍ଟଜୋସିନ ଇଂଜେକସନ ଅନ୍ୟତମ । ଏହି ସବୁ…

କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ ଓ ଧର୍ମେନ୍ଦ୍ର 

ଭୁବନେଶ୍ୱର(ଶାସକ ପ୍ରଶାସକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କରୋନା ପଜିଟିଭ ଚିହ୍ନଟ ହେବା ପରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର ପାଇବା ପରେ ଚିନ୍ତାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ…

ଦେଖନ୍ତୁ ବିଏମସି ଏରିଆର ୪୯ ସ୍ଥାନୀୟ ସଂକ୍ରମିତ କେଉଁ କେଉଁ ଅଂଚଳରୁ !

ଆଜି ଭୁବନେଶ୍ୱରରେ ୧୧୮ ପଜିଟିଭ  ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ  ଚିହ୍ନଟ ହୋଇଛନ୍ତି ୧୧୮  କରୋନା ପଜିଟିଭ | ସେଥି ମଧ୍ୟରୁ ୬୯  ଜଣ ସଙ୍ଗ ରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୯   ଜଣ ସାଧାରଣ ଅଂଚଳରୁ | ଫଳରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ…

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ସାହାଙ୍କୁ କରୋନା ପଜିଟିଭ  

ନୂଆଦିଲ୍ଲୀ (ଏଜେନ୍ସି): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ସାହାଙ୍କୁ କରୋନା ପଜିଟିଭ | ଏକଥା ସେ ନିଜେ ଟୁଇଟ କରି ଉଲ୍ଲେଖ କରିଛନ୍ତି | ସେ  ର୍ତାଙ୍କ ଟୁଇଟରେ କହିଛନ୍ତି ଯେ " କରୋନାର ପ୍ରାରମ୍ଭିକ ଲକ୍ଷଣ ପାଇବା ପରେ, ମୁଁ ପରୀକ୍ଷା କଲି ଏବଂ ରିପୋର୍ଟଟି ପଜିଟିଭ ବାହାରିଲା | ମୋର ସ୍ୱାସ୍ଥ୍ୟ…

ଦେଖନ୍ତୁ ଚାଲିବନି କେଉଁ ଟ୍ରେନ, ପ୍ରତ୍ୟାହାର ହେବ କେଉଁ ରହଣୀ

 ଭୁବନେଶ୍ୱର(ଶାସକ ପ୍ରଶାସକ) :  ପଶ୍ଚିମବଙ୍ଗରେ  ହେଉଥିବା ଲକ୍ ଡାଉନ ପାଇଁ  ପୂର୍ବ ତଟ ରେଳପଥର କେତେକ ଟ୍ରେନ  ପ୍ରଭାବିତ ହେବ | ଅଗଷ୍ଟ ମାସରେ ପଶ୍ଚିମବଙ୍ଗର କିଛି ସ୍ଥାନ ରେ ସମ୍ପୂର୍ଣ୍ଣ ସଟ୍ ଡାଉନ ହେଉଥିବାରୁ ଟ୍ରେନ ସେବା ବାତିଲ, ଆଂଶିକ ବାତିଲ  ଓ  ରହଣି ପ୍ରତ୍ୟାହାର କରିବାକୁ ପଡିବ…

ଭାରତୀୟ ଚିକିତ୍ସା ପଦ୍ଧତି ରେ ସବୁ ରୋଗର ଚିକିତ୍ସା ସମ୍ଭବ

    ଆୟୁର୍ବେଦ ଉପରେ ବଢ଼ିବାରେ ଲାଗିଛି ଲୋକଙ୍କର ବିଶ୍ୱାସ ବରଗଡ :- ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବଟଗଡ଼ ,ବଲାଙ୍ଗୀର ଓ ନୂଆପଡା ଜିଲ୍ଲାର ସୀମାନ୍ତରେ ଅବସ୍ଥିତ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତରେ ପୁରୀ ରହିଛି ଔଷଧୀୟ ବୃକ୍ଷ, ଲତା ଗୁଳ୍ମ ଓ ଅନେକ କିଛି । ଅଂଚଳର ବୟୋଜ୍ୟେଷ୍ଠ…

ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ନ୍ୟାସ ପକ୍ଷରୁ ପ୍ରଦୋଷ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ଶାସକ ପ୍ରଶାସକ): ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ବରିଷ୍ଠ  ସାମ୍ବାଦିକ, ସ୍ତମ୍ଭକାର ତଥା ସାହିତ୍ୟିକ  ପ୍ରଦୋଷ ପଟ୍ଟନାୟକଙ୍କୁ ରବିବାର ଦିନ ବରେନ୍ଦ୍ର କୃଷ୍ଣ ଧଳ ସ୍ମାରକୀ ନ୍ୟାସ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ନ୍ୟାସର ସଦସ୍ୟମାନେ ପୁଷ୍ପଗୁଚ୍ଛ ଓ…

ପ୍ରବାସୀ ଶ୍ରମିକଙ୍କୁ ଉତ୍ସାହିତ କରିବାକୁ କୋଦାଳ ଧରିଲେ ଉପଜିଲ୍ଲାପାଳ 

http://www.youtube.com/watch?v=EJQEo4S6c6c ବରଗଡ :- ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ,ବରଗଡ ଜିଲ୍ଲାପାଳଙ୍କର ଦ୍ୱାରା ଜାରି କରାଯାଇଥିବା ଲକଡାଉନ ନିରୀକ୍ଷଣ କରିବା ପାଇଁ ଆଜି ସକାଳୁ ନିଜ ଅଫିସ ରୁ ବାହାରି ପଦ୍ମପୁର ସହର ଓ ଆଖପାଖ ପଂଚାୟତ ଗୁଡିକୁ ବୁଲିଥିଲେ ।…