ମୟୂରଭଞ୍ଜରୁ ୩୫ ନୂଆ ପଜିଟିଭ: ଆକ୍ରାନ୍ତ ସଂଖ୍ୟା ୮୯୫କୁ ବୃଦ୍ଧି
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରୁ ୩୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ଆକ୍ରାନ୍ତମାନଙ୍କ ସଂଖ୍ୟା ବୃଦ୍ଧିପାଇ ୮୯୫ରେ ପହଁଞ୍ଚିଛି । ଆଜି ଜିଲ୍ଲାର କ୍ୱରେଣ୍ଟିନ ସେଣ୍ଟରଗୁଡିକରୁ କୌଣସି ପଜିଟିଭ କେଶ ସମ୍ମୁଖକୁ ଆସି ନଥିବା ସମୟରେ ରାସଗୋବିନ୍ଦପୁର-୧, କପ୍ତିପଦା-୧,…