ବୋୖଦ୍ଧ ରେ ଏକା ଥରକେ 28 ପଜେଟିଭ୍

୩୩ ଛୁଇଁଲା ପଜେଟିଭ ସଂଖ୍ୟା, ସମସ୍ତେ କ୍ୱାରେଣ୍ଟାଇନ ସେଣ୍ଟର ରେ ରହୁଥିଲେ ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ) : ବୌଦ୍ଧରେ ଏକା ଥରକେ 28 ଜଣ କରୋନା ଆକ୍ରାନ୍ତ ଚିହ୍ନଟ। ପୂର୍ବରୁ 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ବୌଦ୍ଧରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟ 33ରେ ପହଁଚିଲା। ତେବେ ଏହି 28 ଜଣ…

ଆଉ ୭୪ଜଣ ନୂଆ କରୋନା ପଜିଟିଭ,କରୋନା କବଳକୁ ଗଲା ମାଲକାନଗିରି

ଭୁବନେଶ୍ୱର : ଏପଟେ ବାତ୍ୟା ଆମ୍ପାନର କମ୍ପନ ଲୋକଙ୍କୁ ଆନ୍ଦୋଳିତ କଲାବେଳେ ସେପଟେ ଆଉ 74 ନୂଆ କରୋନା  ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ଭୁବନେଶ୍ୱରର ଜଣେ ବୟସ୍କ ଆକ୍ରାନ୍ତଙ୍କ ଦେହାନ୍ତ ହୋଇଥିବା ଖବର ମିଳିଛି । ପୁଣି ଏକ ଜିଲ୍ଲା ମାଲକାନଗିରି ଚାଲିଯାଇଛି ଭୁତାଣୁ କବଳକୁ ।  ରାଜ୍ୟ ରେ…

ବିଜେପି ନେତା ଦିଲ୍ଲୀପ ମଲ୍ଲିକ ଉଠାଇଲେ ସମ୍ବେଦନଶୀଳ ପ୍ରସଙ୍ଗ, ମୁଖମନ୍ତ୍ରୀଙ୍କୁ ପତ୍ରଲେଖି ଲୋଡିଲେ ହସ୍ତକ୍ଷେପ

"ଯେଉଁ ଶ୍ରମିକଙ୍କର ହୋମ୍ କ୍ୱରେଣ୍ଟାଇନ ବ୍ୟବସ୍ଥା ନାହିଁ ସେମାନଙ୍କୁ ଟିଏମସିରେ ୨୧ଦିନ ରହିବାକୁ ସୁଯୋଗ ଦିଆଯାଉ" ଭୁବନେଶ୍ୱର(ଶାସକ ପ୍ରଶାସକ): ନିକଟରେ ସରକାରଙ୍କ ଏକ ନିଷ୍ପତ୍ତି ପରିପ୍ରେକ୍ଷୀରେ ଆପତ୍ତି ଉଠାଇଛନ୍ତି ବିଜେପି ରାଜ୍ୟ ସମ୍ପାଦକ ତଥା ଯୁବ ନେତା ଦିଲ୍ଲୀପ ମଲ୍ଲିକ ।…

ଲକଡାଉନ ବେଳେ ଆସୁଛନ୍ତି ବାହାର ରାଜ୍ୟ ଓ ଜିଲ୍ଲାର ଲୋକ: ପ୍ରଶାସନ ନୀରବଦ୍ରଷ୍ଟା, ବାସିନ୍ଦାଙ୍କ ମନରେ ଦକ

ନିୟମ ଭାଂଗି କେନ୍ଦ୍ରାପଡାରୁ  ଆସି ଏମ୍ସିଏଲ ସେଣ୍ଟାଲ ୱାର୍କଶପରେ କାମକଲେ କର୍ମଚାରୀ ଲୋକଙ୍କ ଅଭିଯୋଗ ପରେ ବାଧ୍ୟ ହୋଇ ରହିଲେ ହୋମ କ୍ବାରେଣ୍ଟାଇନରେ ଝାରସୁଗୁଡା ଲଖନପୁର ବ୍ଲକରୁ  ପ୍ରଶନ୍ନ କୁମାର ସିଂହ : COVID-19 ପାଇଁ ସରକାର ଙ୍କ ଦ୍ଵାରା ନିର୍ମିତ ନୀତି ନିୟମ ଥିଲେ…

ଝାରବନ୍ଧ ଅଞ୍ଚଳରେ ଧାନର ଅଭାବି ବିକ୍ରି : ଅସାଧୁ ବ୍ୟବସାୟିଙ୍କ ପଛରେ ରାଜନୈତିକ ଆଶୀର୍ବାଦ ।

ଝାରବନ୍ଧ -ମନୋହର ଦାଶ:ସରକାରଙ୍କ ପ୍ରତିଶୃତି ମତେ ମଣ୍ଡି ମାଧ୍ୟମରେ ଧାନ କିଣୁ ନ ଥିବାରୁ ଚାଷୀ ମାନେ ବାଧ୍ୟ ହୋଇ ଧାନ ର ଅଭାବୀ ବିକ୍ରି କରୁଛନ୍ତି ।ସ୍ଥାନୀୟ ବେପାରୀ ମାନେ ସ୍ବଳ୍ପ ମୂଲ୍ୟ ଦେଇ ଚାଷୀଙ୍କ ଠାରୁ ଧାନ କିଣି ନେଉଛନ୍ତି । ଧାନ ର ସରକାରି ମୂଲ୍ୟ କୁଇଣ୍ଟାଲ ପିଛା ୧୮୧୫ ଟଙ୍କା…

 ଚଳିତ ବର୍ଷ ଜେଇ ମୁଖ୍ୟ ପରୀକ୍ଷା ପାଇଁ ଅନଲାଇନ ଆବେଦନ ଲାଗି ଶେଷ ସୁଯୋଗ ଦେଲା ଏନଟିଏ

ଆବେଦନ ଫର୍ମ ଚଳିତ ମାସ 19 ରୁ 24 ମଧ୍ୟରେ ହେବ ଉପଲବ୍ଧ ନୂଆଦିଲ୍ଲୀ (ଏସପିବି ) ଭାରତୀୟ ଛାତ୍ରଛାତ୍ରୀଙ୍କ ଅନୁରୋଧ କ୍ରମେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଚଳିତ ବର୍ଷର ଯୁଗ୍ମ ପ୍ରବେଶିକା ମୁଖ୍ୟ ପରୀକ୍ଷା ପାଇଁ ଅନଲାଇନ ଆବେଦନର ଅନ୍ତିମ ସୁଯୋଗ…

ଅମାନିଆ ଦୋକାନିଙ୍କ ଠାରୁ ୮,୨୦୦ ଟଙ୍କା ଜରିମାନା ଆଦାୟ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)  : ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅଂଚଳରୁ ପ୍ରଥମ କରୋନା ପଜେଟିଭ ବାହାରି  ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୧୦ ଅଙ୍କକୁ ଛୁଇଁସାରିଛି । ତଥାପି ସ୍ଥାନୀୟ ଜନସାଧାରଣଙ୍କ ମନରେ ଚେତା ପଶିନି  । ଆଜି ଅପରାହ୍ନ ୨ପରେ ଦୋକାନବଜାର ଖୋଲାଥିବା ଖବର ପାଇ ସ୍ଥାନୀୟ…

୧୨ ଶହ ହେକ୍ଟର ପାଚିଲା ଧାନ କ୍ଷେତକୁ ଅମ୍ଫାନ କାଳ

ସ୍ଥାନାନ୍ତିତ ହେଲେଣି ୨ ଶହରୁ ଅଧିକ: ମହଜୁଦ ରହିଛି ୩ ଶହ କୁଇଣ୍ଟାଲ  ଚୁଡ଼ା, ଦେଢ଼ ଶହ କୁଇଣ୍ଟାଲ ଗୁଡ଼ ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାକୁ ମାଡ଼ି ଆସୁଛି ମହାବାତ୍ୟା ଅମ୍ଫାନ ବିପଦ । ପୂର୍ବାନୁମାନ କରିଛି ରାଜ୍ୟ ପାଣିପାଗ ବିଭାଗ । ଏହାର ପ୍ରଭାବ ଆଜି ରାତିରୁ ଧୀରେ…