ଗନ୍ଧମାର୍ଦ୍ଦନକୁ ଇକୋ ସେନସିଟିଭ ଜୋନ ଘୋଷଣା ଦାବି
ପଦ୍ମପୁର :ଗନ୍ଧମାର୍ଦ୍ଦନ ପର୍ବତକୁ ଇକୋ ସେନସିଟିଭ ଜୋନ ଘୋଷଣା କରିବା ପାଇଁ ବରଗଡ଼ ଜିଲ୍ଲା ନୃସିଂହନାଥ ସ୍ଥିତ ଗାନ୍ଧୀ ପୀଠ ଠାରେ ଅନୁଷ୍ଠିତ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ର ୩୬ତମ ପ୍ରତିଷ୍ଠା ଦିବସରେ ରାଜ୍ୟ ସରକାରଙ୍କ ଠାରେ ଦାବି କରା ଯାଇଛି । ଆଜି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ…