କୋଭିଡ – ୧୯ ପରିଚାଳନା ରେ ବ୍ୟାପକ ତ୍ରୁଟି, ଅଭିଯୋଗ ଆଣିଲେ ସଂଘରୋଧ କେନ୍ଦ୍ର ର ୬ ଜଣ ସୈନିକ
ସୈନ୍ୟ ବିଭାଗ ଉଚ୍ଚ ପଦାଧିକାରୀଙ୍କ ଚିଠିକୁ ପ୍ରଶାସନର ଅଣଦେଖା l
୧୦ ଦିନ ହେବ କରାଯାଉ ନାହିଁ କରୋନା ପରୀକ୍ଷା l
ସଂଘରୋଧ କେନ୍ଦ୍ରରୁ ସଂକ୍ରମିତ ହେବା କଲେ ଆଶଙ୍କା l
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜ଼ିଲ୍ଲା ରେ କୋଭିଡ - ୧୯ ପରିଚାଳନା ରେ ବ୍ୟାପକ ତ୍ରୁଟି ପରିଲକ୍ଷିତ…