କୋଭିଡ଼ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏସପି ଓ ଆରକ୍ଷୀ ବାହିନୀ ପକ୍ଷରୁ ନୀରବ ପ୍ରାର୍ଥନା ଓ ଶପଥ

ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା ମହାମାରୀ ଜନସାଧାରଣଙ୍କୁ ରକ୍ଷା କରିବା ନିମନ୍ତେ  ସଂଗ୍ରାମ ଚଳାଇ ଆସୁଥିବା କୋଭିଡ଼-୧୯ ଯୁଦ୍ଧାମାନଙ୍କୁ ସହଯୋଗ କରିବା, ସେମାନଙ୍କ କାର୍ଯ୍ୟକୁ ସମର୍ଥନ ଦେବା ଏବଂ ତ୍ୟାଗକୁ ସମ୍ମାନ ଜଣାଇ ଆଜି ସନ୍ଧ୍ୟା ୬ଟା ସମୟରେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ସ୍ମିଥ…

କରୋନାରେ ବଢିଛି ମରଣ : ଗତ ୨୪ ଘଣ୍ଟା ଭିତରେ ୫୬ ,୨୮୨/୯୦୪ 

ନୂଆଦିଲ୍ଲୀ : ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୬ ,୨୮୨ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୯୦୪ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୯,୬୪,୫୩୭  ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୫,୯୫,୫୦୧  ଜଣ | ଏ ଯାବତ ଦେଶରେ ୧୩,୨୮,୩୩୭  ଜଣ ସୁସ୍ଥ ହୋଇ ଘରକୁ…

ବିଳମ୍ବିତ ରାତିରେ ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ଗିରିଶ ମୁର୍ମୁ, ହେବେ ଦେଶର ସିଏଜି 

ବରିଷ୍ଠ ବିଜେପିନେତା ମନୋଜ ସିହ୍ନା ହେଲେ କାଶ୍ମୀର ଉପରାଜ୍ୟପାଳ  ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଜାମ୍ମୁ-କାଶ୍ମୀରର  ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା ଗ୍ରହଣ କରିବା ସହ ବରିଷ୍ଠ ବିଜେପି ନେତା ମନୋଜ ସିହ୍ନାଙ୍କୁ  ରାଷ୍ଟ୍ରପତି ରାମ ନାଥ କୋବିନ୍ଦ…

ଏପଟେ  ଜାତିଆଣ ଭାବ, ସେପଟେ  କରୋନା ଭୟ : ଚକ୍ରବ୍ୟୁହରେ ଫସିଛି  ମଣିଷପଣିଆ 

ପଡ଼ିରହିଲା ଶବ, କାନ୍ଧ ଦେବାକୁ ଆସିଲେନି ଆତ୍ମୀୟ : ଶେଷରେ ସରପଂଚ ଆସି କଲେ ଅନ୍ତିମ ସଂସ୍କାର   ଗାଇସିଲେଟ/କେଦାର ନାଥ ସାହୁ: ଗାଁରେ ଜାତିଆଣ ଭାବ, ଆଉ ଆର ଗାଁରେ ଥିବା ଆତ୍ମୀୟଙ୍କ ମନରେ କାରଣ ଭୟ | ହଜାଇଦେଲା ମଣିଷ ପଣିଆ | ମଲାପରେ କେହି ଆସିଲେନି କାନ୍ଧ ଦେବାକୁ | ହେଲେ ଶେଷରେ ମଣିଷ…

କିମ୍‍ସରେ ଯୋଗଦେଲେ ଡା. ବିଧୁକଲ୍ୟାଣ ମହାନ୍ତି ଓ ଡା. ହେମନ୍ତ କୁମାର କର

ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡା. ବିଧୁ କଲ୍ୟାଣ ମହାନ୍ତି ଓ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡା. ହେମନ୍ତ କୁମାର କର କଳିଙ୍ଗ ଇନ୍‍ଷ୍ଟିଚୁ୍ୟଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍‍ସେସ୍‍ (କିମ୍‍ସ)ରେ ଯୋଗ ଦେଇଛନ୍ତି । ଡା. ମହାନ୍ତି କିମ୍‍ସ କ୍ୟାନ୍‍ସର ସେଣ୍ଟରର…

ରେଙ୍ଗାଲି ଆଞ୍ଚଳିକ ଟ୍ରକ ମାଲିକ ଙ୍କ ଚେତାବନୀ, ଓଭର ଲୋଡିଂ ବନ୍ଦ ନକଲେ ଆମରଣ ଅନଶନ 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ):  ରେଙ୍ଗାଲି ସ୍ଥିତ ଶ୍ୟାମମେଟାଲିକ୍ସ ରୁ ଓଭରଲୋଡ଼ିଂ ବନ୍ଦ ପାଇଁ ରେଙ୍ଗାଲି ଆଞ୍ଚଳିକ  ଟ୍ରକ ମାଲିକ ଙ୍କ ଦାବୀ କୁ ପ୍ରଶାସନ ର  ଅଣଦେଖା l ବାରମ୍ବାର ଦାବୀ କରିବା ସତ୍ୱେ କମ୍ପାନୀ ଜ଼ିଲ୍ଲା ପ୍ରଶାସନ ନା କମ୍ପାନୀ କର୍ତ୍ତୃପକ୍ଷ କେହି କର୍ଣପାତ କରୁ ନ…

ଅଯୋଧ୍ୟା ଠାରେ ଶ୍ରୀରାମ ମନ୍ଦିରର ଭୂମିପୂଜନର ପ୍ରସାଦ ବଣ୍ଟନ କଲା ସମ୍ବଲପୁର ବିଜେପି

         ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):ଦୀର୍ଘ ୫୦୦ ବର୍ଷର ଅପେକ୍ଷା, ଲଢେଇ, ସଂଗ୍ରାମ ଓ ବଳିଦାନ ପରେ ଆଜି ସନାତନ ଧର୍ମର ପୁରାଣରେ ସ୍ବର୍ଣ୍ଣିମ ଦିବସ ଲିପିବଦ୍ଧ ହୋଇଯାଇଛି । ଗତ ୨୦୧୯ ନଭେମ୍ବର ୯ ତାରିଖ  ଭାରତର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଅଯୋଧ୍ୟାର ବିବାଦୀୟ ଜମି ପ୍ରସଙ୍ଗରେ…

ସମ୍ବଲପୁରରେ ଫୁଟିଲା ବିରଳ ହଜାରେ ପାଖୁଡା ବିଶିଷ୍ଟ ପଦ୍ମଫୁଲ 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ):  ସମ୍ବଲପୁର ରେ ହଜାରେ ପାଖୁଡ଼ା ବିଶିଷ୍ଟ ପଦ୍ମଫୁଲ ଫୁଟାଇବା ସମ୍ଭବ ହୋଇପାରିଛି, ଯାହାକି ଏକ ବିରଳ ଫୁଲ ବୋଲି ଜଣା ପଡିଛି । ଏହି  ବିରଳ ପଦ୍ମଫୁଲ ବଗିଚାରେ ଫୁଟାଇବା ରେ ସଫଳତା ହାସଲ କରିଛନ୍ତି ସମ୍ବଲପୁର କଲ୍ୟାଣ ନଗର ନିବାସୀ ଯୁବ ଉଦ୍ୟମୀ ସମାଜସେବୀ …

ରେଲୱେ ଧାରଣା ନିକଟରେ କ୍ଷତବିକ୍ଷତ ଚିତାବାଘର ମୃତଦେହ

ଝାରସୁଗୁଡ଼ା :(ସୁଭାଷ ସହାରେ)/ଝାରସୁଗୁଡ଼ା , ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଫରେଷ୍ଟ ରେଞ୍ଜର ବଡ଼ ରାମପିଆ ଗ୍ରାମର ରେଲୱେ ଧାରଣା ନିକଟରେ ଏକ କ୍ଷତବିକ୍ଷତ ଚିତାବାଘର ମୃତଦେହ ମିଳିଛି। ଚିତାବାଘଟି ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଲୋକଙ୍କୁ ଆକ୍ରମଣ କରି ବଡ଼ ରାମପିଆ ଗ୍ରାମର ଚାରିଜଣ ଲୋକଙ୍କୁ…

ବିଧବା ଅସହାୟ ବୃଦ୍ଧାଙ୍କୁ ଦଳିଦେଲେ ଦୁଇହାତୀ 

ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡ଼ା ଜିଲ୍ଲା କିର୍ମିରାବ୍ଳକ ଭୀମଯୋର ପଞ୍ଚାୟତ ଭଉଁରା ଗ୍ରାମ ସିଂହିପଡାର ଏକ ବୃଦ୍ଧା ବିଧବା ଅସହାୟ ମହିଳା ଜମୁନା ବେହେରା(୭୦) ସରକାରଙ୍କ ଦ୍ଵାରା ନିଜେ ପାଇଥିବା ଇନ୍ଦିରା ଆବାସ କୁ ସଉତ ପୁଅ ହୃଦାନନ୍ଦ ବେହେରା ଅକ୍ତିଆର କରି ରହିଥିବା ବେଳେ ବୃଦ୍ଧା…