କେନ୍ଦୁଝରରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ: ଆଧୁନିକ ଜ୍ଞାନକୌଶଳରେ ସମୃଦ୍ଧ ହେବେ ଚାଷୀ।​

 କେନ୍ଦୁଝର,ତା୨୯/୧- କେନ୍ଦୁଝର ସଦର ମହକୁମାସ୍ଥିତ କାଳୀ ପଡ଼ିଆଠାରେ ଆଜିଠାରୁ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ମହାସମାରୋହରେ ଆରମ୍ଭ ହୋଇଯାଇଛି। କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ…

୮ ଦିନ ନପୁରୁଣୁ ପୁଣି ଜଣେ ୧୦ ବର୍ଷର ନାବାଳିକା ଦୁଷ୍କର୍ମ ଉଦ୍ୟମର ଶିକାର

ଓଡ଼ଗାଁ, ୨୯।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅନ୍ତର୍ଗତ ଶରଣକୁଳ ଥାନା ଅଞ୍ଚଳରେ ପୁଣି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ୧୦ ବର୍ଷର ନାବାଳିକା ଦୁଷ୍କର୍ମ ଉଦ୍ୟମର ଶିକାର ହୋଇଥିବା ବେଳେ, ନିଜର ଉପସ୍ଥିତ ବୁଦ୍ଧି ଓ ସାହସରେ ଅଭିଯୁକ୍ତଙ୍କ ପଞ୍ଝାରୁ…

ଭାଲୁ ଆକ୍ରମଣରେ ଦୃଷ୍ଟିହୀନ ହେମ ଜାନୀଙ୍କୁ ମିଳିଲା ରାସନ କାର୍ଡ, ଆଧାର ନଥିବାରୁ ବଞ୍ଚିତ ବର୍ଦ୍ଧିତ ଭତ୍ତା,

ଓଡ଼ଗାଁ,୨୯୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ଅନ୍ୟତମ ବିଚ୍ଛିନ୍ନାଞ୍ଚଳ ବାଣ୍ଠପୁର ପଞ୍ଚାୟତ ଅନ୍ତର୍ଗତ ନାଣ୍ଡିଗିରି ଗାଁର ଭାଲୁ ଆକ୍ରମଣରେ ଦୁଇ ଆଖି ହରାଇ ଶତପ୍ରତିଶତ ଦୃଷ୍ଟିହୀନ ବୃଦ୍ଧା ହେମ ଜାନୀଙ୍କୁ ଶେଷରେ ମିଳିଛି ରାସନ କାର୍ଡ। ଦୀର୍ଘଦିନ ଧରି ଆଧାର…

ଦୂତୀକେଶ୍ବର ମହାଦେବଙ୍କ ପୀଠରେ ୮୪ତମ ବିଶ୍ବ ଶାନ୍ତି ଶୈବ ଯଜ୍ଞ,

୪୦ତମ ସପ୍ତଶମ୍ଭୁ ମିଳନ ମହୋତ୍ସବର ଶୁଭାରମ୍ଭ ଓଡ଼ଗାଁ,୨୯।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଜାମୁ ପାଟଣା ଶୂଳିଆ ପାହାଡ଼ ପାଦଦେଶରେ ବିଜେ ବାବା ଦୂତୀକେଶ୍ବର ମହାଦେବଙ୍କ ପୀଠରେ ୮୪ତମ ବିଶ୍ବ ଶାନ୍ତି ଶୈବ ଯଜ୍ଞ ଓ ୪୦ତମ ସପ୍ତଶମ୍ଭୁ ମିଳନ ମହୋତ୍ସବର ଶୁଭାରମ୍ଭ…

ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ର ଗୋ ମହିଷାଦି ଟୀକା କାରଣ ସିବିର l

ଅସ୍ତରଙ୍ଗ,:  ପୁରୀ ବନ୍ୟପ୍ରାଣୀ ବନ ଖଣ୍ଡ ଓ ଅସ୍ତରଙ୍ଗ ବନ୍ୟ ପ୍ରାଣୀ ବନାଞ୍ଚଳ ତରଫରୁ ଗୁରୁବାର ଦିନ ଗୋ ମହିଷାଦି ପଶୁ ଟୀକା କରଣ ସିବିର ବୁଧବାର ଦିନ ଅସ୍ତରଙ୍ଗ ବ୍ଲକ ର ଗୁଣ୍ଡଳବା ଗ୍ରାମରେ ଅନୁଷ୍ଠିତ ହୋଇ ଯାଇ ଅଛି l ସାହାଣ ଟୀକା ଗାଈ ଗୋରୁ ମିସି ୧୫୦ନେଇଥିବା ବେଳେ, ବଜ ବଜିଆ, ଛୋଟ…

ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ଯାଣ ସମିତି,ମହିଳା ଆରୋଗ୍ୟ ସମିତ ଓ ଜନ ଆରୋଗ୍ୟ ସମିତି ସମ୍ମିଳନୀ।

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ): ଗୁରବାର ତା. ୨୯.୦୧.୨୦୨୬ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ଏବଂ ଜନ ଆରୋଗ୍ୟ ସମିତି ସମ୍ମିଳନୀ ୨୦୨୫-୨୬ ଆଜି ସ୍ଥାନୀୟ ଟାଉନହଲ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ…

ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ସଚେତନ ତାଲିମ୍।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର :- ୨୯/୧ /୨୬: ମାଲକାନଗିରି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜିଲ୍ଲା ଅଧିକାରୀ ନିର୍ମଳ ଧାରୁଆଙ୍କ ତତ୍ବାବଧାନ ରେ ମାତା ପିତା ତଥା ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ୍, ୨୦୦୭ ରେ ଥିବା ପ୍ରାବଧାନ ସଂପର୍କରେ…

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ ଦିନିକିଆ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତ ରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ…

ସମ୍ପୂର୍ଣ୍ଣତା ଅଭିଯାନ ୨.୦ ପାଇଁ ପ୍ରସ୍ତୁତିକାଳୀନ ବୈଠକ ଆୟୋଜିତ

ରାୟଗଡ଼, ୨୯. ୦୧. ୨୦୨୬: ସମ୍ପୂର୍ଣ୍ଣତା ଅଭିଯାନ ୨.୦ ପାଇଁ ପ୍ରସ୍ତୁତିକାଳୀନ ବୈଠକ ଜିଲ୍ଲା ମୁଖ୍ୟ ବିକାଶ ତଥା ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ, ରାୟଗଡ଼, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି।ଏହି ବୈଠକରେ ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀଯୁକ୍ତ ଏନ ଗୁଣ ଶେଖର,…

ଖବର ପରିବେଷଣ ଲାଗି ସାମ୍ବାଦିକଙ୍କୁ ଆକ୍ରମଣ, କେନ୍ଦୁଝର ଆରଟିଓ ଅଫିସ ସନ୍ଦେହ ଘେରରେ।

 ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଏପରି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା।        କେନ୍ଦୁଝର,ତା୨୯/୧- କାଲି ସନ୍ଧ୍ୟାରେ ଯୋଡ଼ା ଅଂଚଳରୁ ନିଜ କାମ ଲାଗି କେନ୍ଦୁଝର ଆରଟିଓ ଅଫିସ ଆସିଥିବା ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର କରଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ…